‘ନବୀନ ଅଭିନୟ କରୁଛନ୍ତି’

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ କୌଣସି ଦଳ ସହ ମେଣ୍ଟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ମେଣ୍ଟ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, &lsquo;ମୁଖ୍ୟମନ୍ତ୍ରୀ ଅଭିନୟ କରୁଛନ୍ତି, ତୃଣମୂଳ ସ୍ତରରେ ବିଜେପି ବଢୁଥିବା ଥିବା ବେଳେ ବିଜେଡି ଖସୁଛି। ତେଣୁ ଆତଙ୍କିତ ହୋଇ ବିଜେଡିରେ ନେତାମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି।&rsquo;</p> <p>ଅନ୍ୟପକ୍ଷରେ ଗୋଲକଙ୍କ ଉପରୁ ଦୃଷ୍ଟି ହଟାଇବାକୁ ନବୀନଙ୍କ ନିର୍ବାଚନ କଥା ଉଠାଯାଉଛି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି। ଜୁଏଲଙ୍କ ମନ୍ତବ୍ୟ ହାସ୍ୟସ୍ପଦ। ବିଜେଡି କାହା ସହ ମେଣ୍ଟ କରିବ ସେ ନେଇ ବିଜେପି ଏତେ ଚିନ୍ତିତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।</p>

Ordigital Desk
  • Published: Tuesday, 31 October 2017
  • Updated: 31 October 2017, 05:45 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ କୌଣସି ଦଳ ସହ ମେଣ୍ଟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ମେଣ୍ଟ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, &lsquo;ମୁଖ୍ୟମନ୍ତ୍ରୀ ଅଭିନୟ କରୁଛନ୍ତି, ତୃଣମୂଳ ସ୍ତରରେ ବିଜେପି ବଢୁଥିବା ଥିବା ବେଳେ ବିଜେଡି ଖସୁଛି। ତେଣୁ ଆତଙ୍କିତ ହୋଇ ବିଜେଡିରେ ନେତାମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି।&rsquo;</p><p>ଅନ୍ୟପକ୍ଷରେ ଗୋଲକଙ୍କ ଉପରୁ ଦୃଷ୍ଟି ହଟାଇବାକୁ ନବୀନଙ୍କ ନିର୍ବାଚନ କଥା ଉଠାଯାଉଛି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି। ଜୁଏଲଙ୍କ ମନ୍ତବ୍ୟ ହାସ୍ୟସ୍ପଦ। ବିଜେଡି କାହା ସହ ମେଣ୍ଟ କରିବ ସେ ନେଇ ବିଜେପି ଏତେ ଚିନ୍ତିତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos