କାଦୁଆ ପଞ୍ଚାୟତ ୨ ଦିନ ପାଇଁ ଶଟଡାଉନ୍

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତକୁ ୨ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଶଟଡାଉନ୍‌ କଟକଣା ୧୭ ତାରିଖ ସକାଳ ୭ଟା ଯାଏ ବଳବତ୍ତର ରହିବ। ଶଟଡାଉାନ୍‌ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସେବା ସବୁ ସେବା ବନ୍ଦ ରହିବ । ତାହା ସହିତ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଇଛି। […]

bhanja-1

bhanja-1

Niharika Rout
  • Published: Friday, 15 May 2020
  • Updated: 15 May 2020, 12:35 PM IST

Sports

Latest News

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତକୁ ୨ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଶଟଡାଉନ୍‌ କଟକଣା ୧୭ ତାରିଖ ସକାଳ ୭ଟା ଯାଏ ବଳବତ୍ତର ରହିବ। ଶଟଡାଉାନ୍‌ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସେବା ସବୁ ସେବା ବନ୍ଦ ରହିବ । ତାହା ସହିତ ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଇଛି।

କାଦୁଆ ପଞ୍ଚାୟତରେ ଅଧିକ ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିୟମକୁ ନ ମାନି ବାହାରେ ବୁଲୁଛନ୍ତି। ସେଥିଲାଗି ସରପଞ୍ଚ ବିଚିତ୍ର କୁମାର ନାୟକ ଶଟଡାଉନ୍‌ ନିଷ୍ପତ୍ତି ନେଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ସମୁଦାୟ ୬୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ଅଛନ୍ତି ସର୍ବାଧିକ ୨୬୪।  ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି।

ଗ୍ରାମାଞ୍ଚଳରେ କୋରେନାକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ।  ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ନିଜ ପଞ୍ଚାୟତକୁ ଶଟଡାଉନ୍‌ ଘୋଷଣା କରିଛନ୍ତି କାଦୁଆ ସରପଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story