ପୁଣି ଇନ୍ଦ୍ରାବତୀ ବାମ କେନାଲରେ ଘାଇ, ୩୦ ଏକର ଜମିରେ ଚରିଗଲା ବାଲି

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନର ବାମ କେନାଲରେ ଘାଇ ସୃଷ୍ଟି ହୋଇଛି। ଏହା ଦ୍ୱାରା ୩୦ ଏକର ଜମିରେ ବାଲି ଚରି ଯାଇଛି।  ଫଳରେ ବହୁ ଧାନ ଫସଲ ନଷ୍ଟ ହୋଇଛି। କେନାଲ ଭାଙ୍ଗିବା ଦ୍ୱାରା ଗୋଲାମୁଣ୍ଡା ଡିଷ୍ଟ୍ରିବ୍ୟୁଟାରିରେ ପାଣିଯୋଗାଣ ବନ୍ଦ ରହିଛି।

ଆଗରୁ ମଧ୍ୟ ଅନେକ ଥର ଏହି କେନାଲ ଭାଙ୍ଗିଥିଲା।  ଗତବର୍ଷ ବଗାଡ଼ କେନାଲ ଭାଙ୍ଗି ଜମିରେ ବାଲି ବାଲିଚରି ଯାଇଥିଲା। ଏପର୍ଯ୍ୟନ୍ତ କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ।  ନିମ୍ନମାନର କାମ ଯୋଗୁଁ କେନାଲ ବନ୍ଧ ବାରମ୍ବାର ଭାଙ୍ଗୁଥିବା ଲୋକେ ଅଭିଯୋଗ କରିଛନ୍ତି।

କ୍ଷତିଗ୍ରସ୍ତ ଚାଷୀ ଜୟଧର ମାଝୀ କହିଛନ୍ତି,“ନିମ୍ନମାନର କାମ ହେବା ଯୋଗୁ କେନାଲରେ ବାରମ୍ବାର ଘାଇ ସୃଷ୍ଟି ହେଉଛି। ଗତବର୍ଷ ବଗାଡ଼ କେନାଲରେ ଘାଇ ସୃଷ୍ଟିଥିଲା। ବାଲିବସ୍ତା ରଖି ଏହା ଅସ୍ଥାୟୀ ମରାମତି କରାଯାଇଥିଲା।  କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ଜେଇ ଓ ଏସଡିଓ କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାହା ମିଳିନାହିଁ।”

Ordigital Desk
• Published: Thursday, 14 September 2017
• Updated: 14 September 2017, 12:39 PM IST

Sports

Latest News

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନର ବାମ କେନାଲରେ ଘାଇ ସୃଷ୍ଟି ହୋଇଛି। ଏହା ଦ୍ୱାରା ୩୦ ଏକର ଜମିରେ ବାଲି ଚରି ଯାଇଛି।  ଫଳରେ ବହୁ ଧାନ ଫସଲ ନଷ୍ଟ ହୋଇଛି। କେନାଲ ଭାଙ୍ଗିବା ଦ୍ୱାରା ଗୋଲାମୁଣ୍ଡା ଡିଷ୍ଟ୍ରିବ୍ୟୁଟାରିରେ ପାଣିଯୋଗାଣ ବନ୍ଦ ରହିଛି।

ଆଗରୁ ମଧ୍ୟ ଅନେକ ଥର ଏହି କେନାଲ ଭାଙ୍ଗିଥିଲା।  ଗତବର୍ଷ ବଗାଡ଼ କେନାଲ ଭାଙ୍ଗି ଜମିରେ ବାଲି ବାଲିଚରି ଯାଇଥିଲା। ଏପର୍ଯ୍ୟନ୍ତ କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ।  ନିମ୍ନମାନର କାମ ଯୋଗୁଁ କେନାଲ ବନ୍ଧ ବାରମ୍ବାର ଭାଙ୍ଗୁଥିବା ଲୋକେ ଅଭିଯୋଗ କରିଛନ୍ତି।

କ୍ଷତିଗ୍ରସ୍ତ ଚାଷୀ ଜୟଧର ମାଝୀ କହିଛନ୍ତି,“ନିମ୍ନମାନର କାମ ହେବା ଯୋଗୁ କେନାଲରେ ବାରମ୍ବାର ଘାଇ ସୃଷ୍ଟି ହେଉଛି। ଗତବର୍ଷ ବଗାଡ଼ କେନାଲରେ ଘାଇ ସୃଷ୍ଟିଥିଲା। ବାଲିବସ୍ତା ରଖି ଏହା ଅସ୍ଥାୟୀ ମରାମତି କରାଯାଇଥିଲା।  କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ଜେଇ ଓ ଏସଡିଓ କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାହା ମିଳିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos