କାଳୀପୂଜା ପାଇଁ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଆଜି ଆଲୋକର ପର୍ବ ଦୀପାବଳି। ମା’ କାଳୀଙ୍କ ପୂଜା। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠରେ ଆଜିଠାରୁ କାଳୀ ପୂଜା ଆରମ୍ଭ ହୋଇଛି। ଏହା ଆସନ୍ତା ୭ ଦିନ ଧରି ଚାଲିବ। ଏହି ସାତ ଦିନରେ ମା’ ଶ୍ରଦ୍ଧାଳୁଙ୍କୁ ସାତଟି ବେଶରେ ଦର୍ଶନ ଦେବେ। କାଳୀ ପୂଜା ଅବସରରେ କଳସ ଶୋଭାଯାତ୍ରା ସାଙ୍ଗକୁ ଯଜ୍ଞ ଓ ନାମ ସଂକୀର୍ତ୍ତନ ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ […]

kali-puja

kali-puja

Jyoshna Pradhan
  • Published: Sunday, 27 October 2019
  • Updated: 27 October 2019, 08:20 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଆଜି ଆଲୋକର ପର୍ବ ଦୀପାବଳି। ମା’ କାଳୀଙ୍କ ପୂଜା। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠରେ ଆଜିଠାରୁ କାଳୀ ପୂଜା ଆରମ୍ଭ ହୋଇଛି। ଏହା ଆସନ୍ତା ୭ ଦିନ ଧରି ଚାଲିବ। ଏହି ସାତ ଦିନରେ ମା’ ଶ୍ରଦ୍ଧାଳୁଙ୍କୁ ସାତଟି ବେଶରେ ଦର୍ଶନ ଦେବେ।

କାଳୀ ପୂଜା ଅବସରରେ କଳସ ଶୋଭାଯାତ୍ରା ସାଙ୍ଗକୁ ଯଜ୍ଞ ଓ ନାମ ସଂକୀର୍ତ୍ତନ ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାଗବତ ପାଠ ମଧ୍ୟ ଅନୁଷ୍ଠିତ ହେବ। ଭଦ୍ରକାଳୀଙ୍କ ପୂଜାକୁ ନେଇ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos