ପୁଣି ମିଳିବ କାଳିଆ ଟଙ୍କା: ଜାଣନ୍ତୁ କେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନାର ହିତାଧିକାରୀ ପାଇଁ ଗତ ଅଗଷ୍ଟରେ ଯାଞ୍ଚ ପ୍ରକ୍ରିୟା ସରିଛି । ଆସନ୍ତା ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ। ତେବେ କେତେ ଯୋଗ୍ୟ, କେତେ ଅଯୋଗ୍ୟ ସେନେଇ କୃଷି ସଚିବ କୌଣସି ସୂଚନା ଦେଇନାହାଁନ୍ତି। କାଳିଆ […]

589

589

Tapas Behera
  • Published: Tuesday, 29 October 2019
  • Updated: 29 October 2019, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନାର ହିତାଧିକାରୀ ପାଇଁ ଗତ ଅଗଷ୍ଟରେ ଯାଞ୍ଚ ପ୍ରକ୍ରିୟା ସରିଛି । ଆସନ୍ତା ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ। ତେବେ କେତେ ଯୋଗ୍ୟ, କେତେ ଅଯୋଗ୍ୟ ସେନେଇ କୃଷି ସଚିବ କୌଣସି ସୂଚନା ଦେଇନାହାଁନ୍ତି। କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୫୧ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଯାଇଛି।

ସୂଚନା ଅନୁଯାୟୀ ନିର୍ବାଚନ ପରେ କାଳିଆ ଘୋଟାଲା ନେଇ ସରକାର ଯାଞ୍ଚ କରିଥିଲେ। ଏଥିରେ ସରକାରୀ ଚାକିରିଆ ଟଙ୍କା ନେଇଥିବା ଜଣାପଡ଼ିଥିଲା। ଶହେ କି ଦୁଇ ଶହ ନୁହେଁ । ପ୍ରାୟ ୨୦ ହଜାର ଚାକିରିଆ ଚଳୁ କରିଛନ୍ତି କାଳିଆ ଯୋଜନା ବାବଦ ସହାୟତା ରାଶି ।

ମୋଟ୍ ଉପରେ ୩ ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କାଳିଆ ଟଙ୍କା । ଯାହା ମଧ୍ୟରେ ବଡ଼ଚାଷୀ ଓ ନାବାଳକ ମଧ୍ୟ ଅଛନ୍ତି।  ଜଣକା ୫ ହଜାର ଟଙ୍କା ଲେଖାଏଁ ହେଲେ ଅଯୋଗ୍ୟଙ୍କ ବାବଦରେ ପାଣିରେ ପଡ଼ିଛି ପ୍ରାୟ ୧୭୦ କୋଟି ଟଙ୍କା। ଏହି ଟଙ୍କା ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ସରକାର ବି ଗଳାବାଟ ବାହାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story