ସୁଧୁରିଲା କାଳିଆ ସ୍ୱାସ୍ଥ୍ୟାବସ୍ଥା; ଆସିଲା ସ୍ୱତନ୍ତ୍ର ୱାର୍ଡକୁ

ଭୁବନେଶ୍ୱର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜଗା,କାଳିଆ। ଗତକାଲି ଏମ୍ସର ନ୍ୟୁରୋ ଆଇସିୟୁରୁ ସ୍ୱତନ୍ତ୍ର ଓ୍ୱାର୍ଡକୁ ଆସିଛି କାଳିଆ। କାଳିଆକୁ ଟ୍ରାକିଓଟୋମି କରାଯିବା ପରେ ତାକୁ ତରଳ ଖାଦ୍ୟ ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛନ୍ତି।

ଜଗାର ଅବସ୍ଥା ପୂର୍ବାପେକ୍ଷା ଆହୁରି ସୁଧିରିଥିବା ଲକ୍ଷ୍ୟ କରାଯାଇଛି। ପରସ୍ପରଠାରୁ ଅଲଗା ହେବା ପରେ ଜଗା-କାଳିଆ ଉଭୟେ ଏବେ ଓ୍ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ତେବେ କାଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ସୁଧୁରୁଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏମ୍ସରେ  କନ୍ଧମାଳ ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା଼,କାଳିଆଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଥିଲା।

ଜଗା,କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା।

Ordigital Desk
• Published: Tuesday, 14 November 2017
• Updated: 14 November 2017, 09:02 AM IST

Sports

Latest News

ଭୁବନେଶ୍ୱର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜଗା,କାଳିଆ। ଗତକାଲି ଏମ୍ସର ନ୍ୟୁରୋ ଆଇସିୟୁରୁ ସ୍ୱତନ୍ତ୍ର ଓ୍ୱାର୍ଡକୁ ଆସିଛି କାଳିଆ। କାଳିଆକୁ ଟ୍ରାକିଓଟୋମି କରାଯିବା ପରେ ତାକୁ ତରଳ ଖାଦ୍ୟ ଦିଆଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛନ୍ତି।

ଜଗାର ଅବସ୍ଥା ପୂର୍ବାପେକ୍ଷା ଆହୁରି ସୁଧିରିଥିବା ଲକ୍ଷ୍ୟ କରାଯାଇଛି। ପରସ୍ପରଠାରୁ ଅଲଗା ହେବା ପରେ ଜଗା-କାଳିଆ ଉଭୟେ ଏବେ ଓ୍ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ତେବେ କାଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ସୁଧୁରୁଥିବା ଡାକ୍ତରୀ ଟିମ୍ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏମ୍ସରେ  କନ୍ଧମାଳ ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା଼,କାଳିଆଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଥିଲା।

ଜଗା,କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos