କଳ୍ପନା ଓ ତାଙ୍କ ଝିଅ ହତ୍ୟାରେ ମରାଠା ଗ୍ୟାଙ୍ଗର ହାତ ରହିଛି କି?

ସମ୍ୱଲପୁର (ସଞ୍ଜୟ ଜେନା): ହାଇପ୍ରୋଫାଇଲ୍ ଛତିଶଗଡ଼ ହମିରପୁର ଡବଲ ମର୍ଡର କିପରି କରାଗଲା? ଏହି ମାମଲାରେ ତୃତୀୟ ବ୍ୟକ୍ତି କିଏ? ହତ୍ୟା କେଉଁଠି କରାଯାଇଛି? ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ଗିରଫ ଅଭିଯୁକ୍ତ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ୍ ମାରାଥନ୍‌ ଜେରା କରୁଥିବା ବେଳେ ମରାଠା ଗ୍ୟାଗ୍‌ର ହାତ ରହିଛି କି ନାହିଁ, ତାହା ଉପରେ ମଧ୍ୟ ତଦନ୍ତ କରୁଛି। ୨୦୧୬ ମସିହାରେ ଘଟିଥିଲା ଏହି ହାଇପ୍ରୋଫାଇଲ୍‌ ମର୍ଡର। ଦୀର୍ଘ ୪ ବର୍ଷ ପରେ ପୁଲିସ […]

anup-2--1

anup-2--1

Manoranjan Sial
  • Published: Thursday, 20 February 2020
  • Updated: 20 February 2020, 04:36 PM IST

ସମ୍ୱଲପୁର (ସଞ୍ଜୟ ଜେନା): ହାଇପ୍ରୋଫାଇଲ୍ ଛତିଶଗଡ଼ ହମିରପୁର ଡବଲ ମର୍ଡର କିପରି କରାଗଲା? ଏହି ମାମଲାରେ ତୃତୀୟ ବ୍ୟକ୍ତି କିଏ? ହତ୍ୟା କେଉଁଠି କରାଯାଇଛି? ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ଗିରଫ ଅଭିଯୁକ୍ତ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ୍ ମାରାଥନ୍‌ ଜେରା କରୁଥିବା ବେଳେ ମରାଠା ଗ୍ୟାଗ୍‌ର ହାତ ରହିଛି କି ନାହିଁ, ତାହା ଉପରେ ମଧ୍ୟ ତଦନ୍ତ କରୁଛି।

୨୦୧୬ ମସିହାରେ ଘଟିଥିଲା ଏହି ହାଇପ୍ରୋଫାଇଲ୍‌ ମର୍ଡର। ଦୀର୍ଘ ୪ ବର୍ଷ ପରେ ପୁଲିସ ଘଟଣା ଉପଦା ଉଠାଇଥିଲା। ଅଭିଯୁକ୍ତ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟୋପ୍ପୋଙ୍କୁ ରିମାଣ୍ଡରେ ନେଇ ସତ ଓଗାଳିବା ପାଇଁ ପୁଲିସ ମାରାଥନ୍‌ ପଚରାଉଚରା କରୁଛି। ପୂରା ହତ୍ୟାକାଣ୍ଡର ତଥ୍ୟକୁ ନେଇ ପୁଲିସ୍ ଖୋଳତାଡ଼ କରୁଥିବା ବିଳାସପୁର ଆଇଜି ଦିପାଂଶୁ କାବ୍ରା କହିଛନ୍ତି। ଏବେ ଯାଏ ଉଭୟ ଅଭିଯୁକ୍ତଙ୍କ ବୟାନ ମଧ୍ୟରେ ତାଳମେଳ ନାହିଁ। ତେଣୁ ଏନେଇ ଅଧିକ ପ୍ରମାଣ ଯୋଗାଡ଼ କରାଯିବ। ସେପଟେ ହତ୍ୟାରେ ବ୍ୟବହୃତ ବୋଲେରୋ ଓ ସନ୍ଦେହ କରାଯାଉଥିବା ଇନୋଭାକୁ ନେଇ ବି ଅଧିକ ତଥ୍ୟ ସଂଗ୍ରହ କରାଯିବ। ମାମଲାରେ ପ୍ରତ୍ୟକ୍ଷଦର୍ଶୀ କେହି ନଥିବାରୁ ଏନେଇ ନାର୍କୋ ଟେଷ୍ଟ ଠୋସ୍ ପ୍ରମାଣ ହେବ ବୋଲି ଆଇଜି କହିଛନ୍ତି। ଅନ୍ୟପକ୍ଷେ ଛତିଶଗଡ଼ରେ ସକ୍ରିୟ ଥିବା ମରାଠା ଗ୍ୟାଙ୍ଗର ସଂପୃକ୍ତି ନେଇ ସନ୍ଦେହ ଉପୁଜିଛି। ତେଣୁ ସେ ଦିଗକୁ ତଦନ୍ତ ପରିସରକୁ ଅଣାଯାଇଥିବା ବିଳାସପୁର ଆଇଜି କହିଛନ୍ତି। ଗତକାଲି ଅଣାଯାଇଥିବା ଅନୁପଙ୍କ ଇନୋଭାକୁ ଆଜି ଜବତ କରି ତଦନ୍ତ କରୁଛି ପୁଲିସ୍।

କଳ୍ପନାଙ୍କ ସହିତ ପୂର୍ବତନ ବିଜେଡି ନେତା ଅନୁପ ସାଏ ଅନୈତିକ ସମ୍ପର୍କ ରଖିଥିଲେ। ସ୍ୱାମୀଙ୍କଠାରୁ ଦୂରେଇ ଯିବା ପରେ କଳ୍ପନା, ଅନୁପଙ୍କ ନିକଟତର ହୋଇଥିଲେ। ଉଭୟ କଟକର ସିଡିଏ ଓ ଭୁବନେଶ୍ୱର ସୁନ୍ଦରପଦାରେ ରହୁଥିଲେ। ତେବେ କଳ୍ପନା ବାହା ହେବା ପାଇଁ ଜିଦ୍‌ ଧରିବାରୁ ନିଜ ରାସ୍ତାରୁ ହଟାଇବା ପାଇଁ ଜାଲ ବିଛାଇଥିଲା ଅନୁପ। ବିବାହର ପ୍ରତିଶ୍ରୁତି ଦେଇ ଛତିଶଗଡ଼ର ଚକ୍ରଧରପୁର ଥାନା ଅଞ୍ଚଳକୁ ନେଇଯାଇଥିଲେ ଅନୁପ। ପ୍ରଥମେ କଳ୍ପନା ଓ ତାଙ୍କ ଝୁଅକୁ ହତ୍ୟା କରାଯାଇଥିଲା। ତା’ପରେ ମୃତଦେହ ଉପରେ ଗାଡ଼ି ଚଢ଼ା ଯାଇଥିଲା। ୪ ବର୍ଷ ପରେ ଛତିଶଗଡ଼ ପୁଲିସ ଘଟଣାର ପରର୍ଦ୍ଦାଫାସ କରିଥିଲା। ଏପରିକି ରାତି ଅଧିଆ ଅଭିଯୁକ୍ତ ଅନୁପ ସାଏଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା। ତା’ପରେ ଏହି ହାଇପ୍ରୋଫାଇଲ୍‌ ମର୍ଡ଼ର ଉପରୁ ପରଦା ଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story