ଏହି ଘରେ ରହୁଥିଲେ ଅନୁପ-କଳ୍ପନା ! ଏସ୍‌ବିଆଇ ଆକାଉଣ୍ଟ ଯାଞ୍ଚ କଲା ପୁଲିସ

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ରାୟଗଡ଼ ପୁଲିସର ଜୋରଦାର ଛାନଭିନ୍। ଖୋଳତାଡ଼ ପାଇଁ ପୁଲିସର ଏକାଧିକ ଟିମ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଆଜି ଅଭିଯୁକ୍ତ ଅନୁପ ସାଏ ଓ ମୃତା ମହିଳାଙ୍କ ଟ୍ରାଭେଲ୍ ରେକର୍ଡ ଯାଞ୍ଚ୍ କରାଯାଇଛି। ତା’ସହ ଅନୁପ ଓ କଳ୍ପନା ରହୁଥିବା ସୁନ୍ଦରପଦା ଫ୍ଲାଟ୍‌ରେ ପହଞ୍ଚିଛି ପୁଲିସ। ଏପଟେ ଅଭିଯୁକ୍ତଙ୍କଠୁ ଅଧିକ ତଥ୍ୟ ପ୍ରମାଣ ଆଦାୟ କରିବାକୁ ପୁଲିସ  ଅନୁପ ଓ ତାଙ୍କ […]

8b01

8b01

Tapas Behera
  • Published: Tuesday, 18 February 2020
  • Updated: 18 February 2020, 08:02 PM IST

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ରାୟଗଡ଼ ପୁଲିସର ଜୋରଦାର ଛାନଭିନ୍। ଖୋଳତାଡ଼ ପାଇଁ ପୁଲିସର ଏକାଧିକ ଟିମ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଆଜି ଅଭିଯୁକ୍ତ ଅନୁପ ସାଏ ଓ ମୃତା ମହିଳାଙ୍କ ଟ୍ରାଭେଲ୍ ରେକର୍ଡ ଯାଞ୍ଚ୍ କରାଯାଇଛି। ତା’ସହ ଅନୁପ ଓ କଳ୍ପନା ରହୁଥିବା ସୁନ୍ଦରପଦା ଫ୍ଲାଟ୍‌ରେ ପହଞ୍ଚିଛି ପୁଲିସ। ଏପଟେ ଅଭିଯୁକ୍ତଙ୍କଠୁ ଅଧିକ ତଥ୍ୟ ପ୍ରମାଣ ଆଦାୟ କରିବାକୁ ପୁଲିସ  ଅନୁପ ଓ ତାଙ୍କ ଡ୍ରାଇଭରକୁ ୭ ଦିନିଆ ରିମାଣ୍ଡ ଓ ନାର୍କୋ ଏବଂ ଡିଏନ୍ଏ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଛି।

ହାଇପ୍ରୋଫାଇଲ ହମିରପୁର ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ଅନୁପ ଓ ମୃତ କଳ୍ପନାଙ୍କ ମଧ୍ୟରେ ସମ୍ପର୍କ କେତେ ପୁରୁଣା ? ୨୦୧୬ ହତ୍ୟାକାଣ୍ଡ ପୂର୍ବରୁ କେତେଥର ରାଜ୍ୟ ବାହାରକୁ ଯାଇଥିଲେ ଅନୁପ ଓ କଳ୍ପନା? ଭୁବନେଶ୍ୱର ସୁନ୍ଦରପଦା ଆପାର୍ଟମେଣ୍ଟରେ କିଭଳି ଆଉ କେତେଦିନ ଧରି ରହିଥିଲେ ଏମାନେ? ଛତିଶଗଡ଼ ରାୟଗଡରେ ମାଆ-ଝିଅଙ୍କୁ ବିଭତ୍ସ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଠୋସ୍ ପ୍ରମାଣ ସଂଗ୍ରହ ଲାଗି ଆଜି ଭୁବନେଶ୍ୱରରେ ଏସବୁ ଦିଗକୁ ନେଇ ଛାନଭିନ୍ କରିଛି ଛତିଶଗଡ଼ ପୁଲିସ । ରାୟଗଡ଼ରୁ ଆସିଥିବା ପୁଲିସ ଟିମ୍‌ର ଗୋଟିଏ ୟୁନିଟ୍ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଭେଟି ଅନୁପଙ୍କ ଟ୍ରାଭେଲ ରେକର୍ଡ ଯାଞ୍ଚ୍ କରିଛି । ସେହିଭଳି ୪ ବର୍ଷ ପୂର୍ବେ ଅନୁପ ଓ କଳ୍ପନା ରହୁଥିବା ସୁନ୍ଦରପଦାସ୍ଥିତ ଫ୍ଲାଟ୍‌କୁ  ଯାଇ ବି ଟିକିନିଖି ତଥ୍ୟ ସଂଗ୍ରହ କରିଛି ଆଉ ଏକ ଟିମ୍।

ଏପଟେ ଅଭିଯୁକ୍ତ ଅନୁପ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଠାରୁ ଅଧିକ ସତ ଓଗାଳିବାକୁ ଦୁହିଁଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ରାୟଗଡ଼ ପୁଲିସ।  ଦୁହିଙ୍କୁ ଆଜି ସିଜେଏମ୍ କୋର୍ଟରେ ହାଜର କରାଯାଇଥିଲେ ବି ଶୁଣାଣି ହୋଇପାରି ନାହିଁ। ଆସନ୍ତାକାଲି ଏହା ଉପରେ ଶୁଣାଣି ହେବ। ମାମଲାର ଗମ୍ଭୀରତା ଦୃଷ୍ଟିରୁ ଅନୁପଙ୍କ ନାର୍କୋ ଓ ଡିଏନଏ ଟେଷ୍ଟ କରିବା ଲାଗି କୋର୍ଟରେ ପୁଲିସ ଆଉ ଏକ ଆବେଦନ ବି କରିଛି । ଏଣେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଚିହ୍ନଟ କରିସାରିବା ପରେ ଏହାକୁ ଆଜି ଜବତ ଲାଗି ପୁଲିସ ଟିମ୍ ଗସ୍ତ କରିଛି । ଏହାପୂର୍ବରୁ ଗତକାଲି ରାୟଗଡ଼ ପୁଲିସର ଗୋଟିଏ ଟିମ୍ ଲମଟିବାହାଲ SBI ବ୍ୟାଙ୍କ୍‌ ଯାଇ ଅନୁପଙ୍କ ଆକାଉଣ୍ଟ ଯାଞ୍ଚ୍ କରିଥିଲା ।

ଅନୁପଙ୍କ ମାଲିକାନାରେ ଥିବା ବୋଲେରୋ ଏବଂ ଇନୋଭା ଗାଡ଼ିକୁ ଚକ୍ରଧରନଗର ଥାନାକୁ ନେବାକୁ ଅନୁପଙ୍କ ପରିବାର ଲୋକଙ୍କୁ ନୋଟିସ୍ ଦେଇଥିଲା ପୁଲିସ । ସେହିଭଳି ମୃତ କଳ୍ପନାଙ୍କ ପୈତୃକ ଗାଁ ବଘରା ଚକାରେ ତନାଘନା ସହ ତାଙ୍କ ସମ୍ପର୍କୀୟଙ୍କୁ ନୋଟିସ୍ ବି ଜାରି କରିଥିଲା । ଏ ଡବଲ ମର୍ଡର ଲିଙ୍କରେ ପୁଲିସ ଆଉ କିଛି ଲୋକଙ୍କୁ ବାନ୍ଧିବା ନେଇ ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story