‘କଳ୍ପତରୁ ଆଶ୍ରମ’ରେ ପିଲାଙ୍କୁ ନିର୍ଯାତନା! ଛାତ୍ର ନିଖୋଜ ହେବା ପରେ ଖୋଲୁଛି ଗୁମର, ବାବା ଫେରାର୍‌

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୁଣି ଚର୍ଚ୍ଚାରେ ଢେଙ୍କାନାଳ। ବେଲ୍‌ଟିକିରି ଶେଲ୍‌ଟର ହୋମ୍ କେଳେଙ୍କାରୀଠାରୁ ଆହୁରି ସାଂଘାତିକ ଅଭିଯୋଗ ଆସିଛି ସହର ଉପକଣ୍ଠ ଗୋବିନ୍ଦପୁରରେ ଥିବା କଳ୍ପତରୁ ଆଶ୍ରମରୁ। ସେଠାରେ ଜଣେ ଛାତ୍ର ନିଖୋଜ ହେବା ପରେ ଖୋଲିଛି ଏଠାରେ ଚାଲିଥିବା ବେଆଇନ୍‌ କାର୍ଯ୍ୟକଳାପର ଗୁମର। ତେବେ କଥା ପ୍ରଘଟ ହେବା ପରେ ଆଶ୍ରମ ମୁଖ୍ୟ ବାବା ମୁରାରୀ ଦାସ ଫେରାର ହୋଇଯାଇଛନ୍ତି। ଢେଙ୍କାନାଳ ସହରଠାରୁ ତିନି କିଲୋମିଟର ଦୂର ଗୋବିନ୍ଦପୁର ଗାଁରେ ରହିଛି କଳ୍ପତରୁ ଆଶ୍ରମ। ଏଠାରେ […]

kalpataru-ashram-in-dhenkanal-under-lens-after-a-10-year-old-inmate-goes-missing

Manoranjan Sial
  • Published: Friday, 25 January 2019
  • Updated: 25 January 2019, 07:59 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୁଣି ଚର୍ଚ୍ଚାରେ ଢେଙ୍କାନାଳ। ବେଲ୍‌ଟିକିରି ଶେଲ୍‌ଟର ହୋମ୍ କେଳେଙ୍କାରୀଠାରୁ ଆହୁରି ସାଂଘାତିକ ଅଭିଯୋଗ ଆସିଛି ସହର ଉପକଣ୍ଠ ଗୋବିନ୍ଦପୁରରେ ଥିବା କଳ୍ପତରୁ ଆଶ୍ରମରୁ। ସେଠାରେ ଜଣେ ଛାତ୍ର ନିଖୋଜ ହେବା ପରେ ଖୋଲିଛି ଏଠାରେ ଚାଲିଥିବା ବେଆଇନ୍‌ କାର୍ଯ୍ୟକଳାପର ଗୁମର। ତେବେ କଥା ପ୍ରଘଟ ହେବା ପରେ ଆଶ୍ରମ ମୁଖ୍ୟ ବାବା ମୁରାରୀ ଦାସ ଫେରାର ହୋଇଯାଇଛନ୍ତି।

ଢେଙ୍କାନାଳ ସହରଠାରୁ ତିନି କିଲୋମିଟର ଦୂର ଗୋବିନ୍ଦପୁର ଗାଁରେ ରହିଛି କଳ୍ପତରୁ ଆଶ୍ରମ। ଏଠାରେ ରହୁଥିଲେ ୧୦ ବର୍ଷର ବାଳକ ଛୋଟୁ ରୋହିଦାସ। ଗତ ୨୩ ତାରିଖରେ ଛୋଟୁଙ୍କୁ ଆଶ୍ରମ ମୁଖ୍ୟ ବାବା ମୁରାରି ଦାସ୍ ଗୁହାଳ ସଫା କରିବାକୁ କହିଥିଲେ। ସେ ଗୁହାଳ ସଫା କରିନଥିବାରୁ ବାବା ତାଙ୍କୁ ପ୍ରବଳ ମାଡ଼ ମାରିଥିବା ତାଙ୍କ ବାପା-ମାଆ ଅଭିଯୋଗ କରିଛନ୍ତି।

ମାଡ଼ ଖାଇବା ପରେ ଛୋଟୁଙ୍କ ପତ୍ତା ମିଳୁନଥିଲା। ଗତକାଲି ରାତି ସାଢ଼େ ୯ଟାରେ ଛୋଟୁ ଘରକୁ ଚାଲିଯାଇଥିବା ନେଇ ବାବା ଫୋନ୍ କରି ତାଙ୍କ ବାପା-ମାଆଙ୍କୁ କହିଛନ୍ତି। ତେବେ ବାବାଙ୍କ ମାଡ଼ରେ ପୁଅର ମୃତ୍ୟୁ ହୋଇଥାଇପାରେ ବୋଲି ସେମାନେ(ଛୋଟୁଙ୍କ ବାପା-ମାଆ) ଆଶଙ୍କା କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ବେଳେ ବାବା ମୁରାରି ଦାସ ଫେରାର ହୋଇଯାଇଛନ୍ତି।

ଢେଙ୍କାନାଳ ଏସ୍‌ଡିପିଓ ଶେଖ୍ ଅବଦୁଲ କରିମ କହିଛନ୍ତି, “ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ।”

ସରକାରୀ ଜମିକୁ କିଛି ପ୍ରଭାବଶାଳୀ ଲୋକଙ୍କ ସହାୟତାରେ ବାବା ଜବର ଦଖଲ କରିଥିଲେ। ପରେ ସେହି ଜମିକୁ ଗୋଶାଳା ଭାବେ ପଞ୍ଜୀକୃତ କରି ବାବା ସେଠାରେ ବେଆଇନ ଆଶ୍ରମ କରି ୪୦ରୁ ଅଧିକ ପିଲାଙ୍କୁ ରଖିଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆଶ୍ରମ ପରିସରରେ ଏକ ସରକାରୀ ସ୍କୁଲ ମଧ୍ୟ ରହିଛି। ତେଣୁ ପ୍ରଶ୍ନ ଉଠୁଛି, ଏଠାକୁ ନିୟମିତ ସରକାରୀ ଅଧିକାରୀଙ୍କ ଯିବାଆସିବା ଲାଗି ରହିଥିଲେ ମଧ୍ୟ କେହି କେମିତି ବାବାଙ୍କ ବେଆଇନ୍‌ କାମ ସଂପର୍କରେ ଜାଣି ପାରିଲେନି? ନା, ସବୁ ଜାଣି ଚୁପ୍ ବସିଥିଲେ? ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁସାରେ ଆଶ୍ରମ ପରିସରରେ ଥିବା ସ୍କୁଲରେ ବାବା ପିଲାଙ୍କୁ ୫ମ ଶ୍ରେଣୀ ଯାଏ ପଢ଼ାନ୍ତି। ତେବେ ଆଶ୍ରମର ସଂସ୍କୃତ ସ୍କୁଲରେ ପିଲା ପଢୁଥିବା କହି ସେମାନଙ୍କୁ ନାନା କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି। କାମରେ ତ୍ରୁଟି ହେଲେ ବାବା ଛୋଟ ଛୋଟ ପିଲାଙ୍କୁ ନିର୍ମମଭାବେ ମାଡ଼ ମାରୁଥିବାର ଅଭିଯୋଗ ମଧ୍ୟ ହୋଇଛି।

ବାବାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗର ତଦନ୍ତ ହେଉଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story