ଚାଇନା ଭାଇରସ ନେଲାଣି ୮୦ରୁ ଅଧିକ ମୁଣ୍ଡ, ଓଡ଼ିଶାରେ ହାଇଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍‌କୁ ନେଇ ବଢୁଛି ଆତଙ୍କ। ଚୀନ୍‌ରେ ଏହି ଭୂତାଣୁ ସଂକ୍ରମଣରେ ୮୦ରୁ ଅଧିକ ଜୀବନ ଗଲା ପରେ ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଏହାର ମୁକାବିଲା ଚିନ୍ତା । ଭୁବନେଶ୍ୱର ଏୟାରପୋର୍ଟକୁ ସ୍କ୍ରିନିଂ ଏୟାରପୋର୍ଟ ଭାବେ ଘୋଷଣା କରିବାକୁ ଦାବି କରିଛି ରାଜ୍ୟ । ସେହିପରି ଚୀନ୍ ସମେତ ଅନ୍ୟ ପ୍ରଭାବିତ ଦେଶ ପରିଭ୍ରମଣରେ ଯାଇ ଫେରିଥିବା ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଏପଟେ ପ୍ରମୁଖ ମେଡିକାଲ ଗୁଡ଼ିକ ସହ ଏୟାରପୋର୍ଟ, […]

b-908

b-908

Tapas Behera
  • Published: Monday, 27 January 2020
  • Updated: 27 January 2020, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍‌କୁ ନେଇ ବଢୁଛି ଆତଙ୍କ। ଚୀନ୍‌ରେ ଏହି ଭୂତାଣୁ ସଂକ୍ରମଣରେ ୮୦ରୁ ଅଧିକ ଜୀବନ ଗଲା ପରେ ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଏହାର ମୁକାବିଲା ଚିନ୍ତା । ଭୁବନେଶ୍ୱର ଏୟାରପୋର୍ଟକୁ ସ୍କ୍ରିନିଂ ଏୟାରପୋର୍ଟ ଭାବେ ଘୋଷଣା କରିବାକୁ ଦାବି କରିଛି ରାଜ୍ୟ । ସେହିପରି ଚୀନ୍ ସମେତ ଅନ୍ୟ ପ୍ରଭାବିତ ଦେଶ ପରିଭ୍ରମଣରେ ଯାଇ ଫେରିଥିବା ଯାତ୍ରୀଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଏପଟେ ପ୍ରମୁଖ ମେଡିକାଲ ଗୁଡ଼ିକ ସହ ଏୟାରପୋର୍ଟ, ରେଳ ଷ୍ଟେସନ୍ ଓ ବନ୍ଦରର ହୋଇଛି ସ୍କ୍ରିନିଂ ବ୍ୟବସ୍ଥା।

ଚୀନ୍‌ରେ ୮୦ରୁ ଅଧିକ ମୁଣ୍ଡ ନେଇ ସାରିଥିବା ଏହି ଭୂତାଣୁକୁ ନେଇ ସାରା ଦେଶରେ ଆଲର୍ଟ । ଓଡିଶା ସରକାର ମଧ୍ୟ ଏହାର ମୁକାବିଲା ପାଇଁ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ସେପଟେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ ସ୍ଥିତି ସଂପର୍କରେ ଭିଡିଓ କନଫରେନ୍ସିଂରେ ମାଧ୍ୟମରେ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଯଦିଓ ଏଯାଏଁ ଏହାକୁ ଗ୍ଳୋବାଲ୍ କ୍ରାଇସିସ୍ ଘୋଷଣା କରାଯାଇନାହିଁ ତଥାପି ଚୀନ୍‌ରେ ବଢୁଥିବା ମୃତ୍ୟୁ ସଂଖ୍ୟା ସାରା ବିଶ୍ୱର ଚିନ୍ତା ବଢାଇଛି। ଏହି ଭୟଙ୍କର ଭୂତାଣୁର  କିପରି ମୁକାବିଲା କରାଯିବ  ସେ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଭୁବନେଶ୍ୱର ଏୟାରପୋର୍ଟକୁ ସ୍କ୍ରିନିଂ ଏୟାରପୋର୍ଟ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି । ତା’ସହ ଚୀନ୍ ସମେତ ବିଦେଶରୁ ଆସିଥିବା ଅତିଥିମାନଙ୍କୁ ସେଲ୍ଫ ଡିକ୍ଳାରେସନ ଦେବାକୁ କୁହାଯାଇଛି। ଆସନ୍ତାକାଲି ଜିଲ୍ଲା ହସପିଟାଲ୍ କର୍ତ୍ତୃପପକ୍ଷମାନଙ୍କୁ ନେଇ ବୈଠକ ହେବ।

ସେପଟ କରୋନା ମୁକବିଲା ପାଇଁ ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। କ୍ୟାପିଟାଲ୍ ହସ୍ପିଟାଲ୍ ହେଉ କି ଏସ୍‌ସିବି,ଝାରସୁଗୁଡ଼ା ହସପିଟାଲ୍  ହେଉ କିମ୍ବା ବୁର୍ଲା ବଡ଼ ମେଡିକାଲ୍, ସବୁଠି ଆଇସୋଲେଟେଡ୍ ଓ୍ୱାର୍ଡ ଖୋଲାଯିବା ସହ ଡାକ୍ତରୀ ଟିମ୍ ସଜାଗ୍ ଅଛନ୍ତି । ଗତକାଲି ନିଜେ ସ୍ୱାସ୍ଥ୍ୟ ସଚିବ କ୍ୟାପିଟାଲ୍ ହସପିଟାଲ୍ ଯାଇ ଯାଂଚ କରିଥିଲେ । ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ଭୁବନେଶ୍ୱର ଏୟାରପୋର୍ଟରେ ହିଁ ଯାଂଚ କରାଯାଉଛି। ତା’ସହ ପାରାଦୀପ ପୋର୍ଟ ଓ ରେଳ ଷ୍ଟେସନ୍‌ ଗୁଡ଼ିକରେ ମଧ୍ୟ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ କୁହଯାଇଛି । ଯଦି କୌଣସି ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ  ହୋଇଥିବା ସନ୍ଦେହ ହୁଏ ତାହେଲେ ପ୍ରଥମେ ତାଙ୍କୁ ହୋମ୍ ସର୍ଭିଲାନ୍ସରେ ରଖାଯିବ।  ପରେ ହସ୍ପିଟାଲରେ ଚିକିତ୍ସା କରାଯାଇ ରକ୍ତନମୁନା ଯାଂଚ ପାଇଁ ପୁନେ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story