କଟକରେ ବିଧାନସଭାର ଗୃହ କମିଟି, ଟ୍ରାଫିକ୍ ସମସ୍ୟା ନେଇ ଉଦବେଗ ପ୍ରକାଶ କଲେ

କଟକ: ବିଧାନସଭାର ଗୃହ କମିଟି ଆଜି କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ଭୁବନେଶ୍ୱରର ରସୁଲଗଡ଼ରୁ କଟକର ଲିଙ୍କରୋଡ୍ ଓ ମଧୁପାଟଣା ପର୍ଯ୍ୟନ୍ତ ରାସ୍ତାରେ ଉପୁଜିଥିବା ଟ୍ରାଫିକ ସମସ୍ୟାକୁ ନେଇ ଗୃହ କମିଟି ଉଦବେଗ ପ୍ରକାଶ କରିଥିଲେ। ଯଥାଶୀଘ୍ର ଟ୍ରାଫିକ ସମସ୍ୟାକୁ କିପରି ଦୂର କରାଯାଇପାରିବ ସେ ନେଇ କମିଟି ପକ୍ଷରୁ ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା। ଜଗତପୁର ପାଗା ଅଞ୍ଚଳରେ ଏକ ଥାନା ଓ ଟାଙ୍ଗୀ ବିସିନାକାହାଣୀରେ ଫ।ଣ୍ଡି କରାଯିବା ନେଇ ସରକାରଙ୍କୁ ପ୍ରସ୍ତାବ […]

pac

pac

Rakesh Mallick
  • Published: Friday, 14 August 2015
  • Updated: 14 August 2015, 12:57 PM IST

Sports

Latest News

କଟକ: ବିଧାନସଭାର ଗୃହ କମିଟି ଆଜି କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ଭୁବନେଶ୍ୱରର ରସୁଲଗଡ଼ରୁ କଟକର ଲିଙ୍କରୋଡ୍ ଓ ମଧୁପାଟଣା ପର୍ଯ୍ୟନ୍ତ ରାସ୍ତାରେ ଉପୁଜିଥିବା ଟ୍ରାଫିକ ସମସ୍ୟାକୁ ନେଇ ଗୃହ କମିଟି ଉଦବେଗ ପ୍ରକାଶ କରିଥିଲେ। ଯଥାଶୀଘ୍ର ଟ୍ରାଫିକ ସମସ୍ୟାକୁ କିପରି ଦୂର କରାଯାଇପାରିବ ସେ ନେଇ କମିଟି ପକ୍ଷରୁ ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା। ଜଗତପୁର ପାଗା ଅଞ୍ଚଳରେ ଏକ ଥାନା ଓ ଟାଙ୍ଗୀ ବିସିନାକାହାଣୀରେ ଫ।ଣ୍ଡି କରାଯିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଏହି କମିଟି କହିଛନ୍ତି। ବିଧାୟକ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିରେ କଟକ ସାଲେପୁର ବିଧାୟକ ପ୍ରକାଶ ବେହେରା, ଜଳେଶ୍ୱର ବିଧାୟକ ଅଶ୍ୱନୀପାତ୍ର ଏବଂ ବିଧାୟକ ଗୋଲକବିହାରୀ ଧଳ ପ୍ରମୁଖ ଥିଲେ। ଏହି କମିଟି ସହ କଟକ ଜିଲ୍ଳାପାଳ , ଉପ-ଜିଲ୍ଲାପାଳ ସମେତ ବିଭିନ୍ନ ଅଧିକାରୀ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story