କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଦୁଇ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏଥର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଦୁଇ ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ଗଳ୍ପ ସଂକଳନ ମାନସାଙ୍କ ପାଇଁ ଯୁବ ପୁରସ୍କାର ୨୦୧୫ ପାଇବେ ସୁଜିତ୍ କୁମାର ପଣ୍ଡା। ସେହିପରି ଶିଶୁ ସାହିତ୍ୟ ପାଇଁ ସ୍ନେହଲତା ମହାନ୍ତି ପାଇବେ ପୁରସ୍କାର। ପୁରସ୍କାର ବାବଦରେ ଉଭୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିବ।

sujit-panda

Rakesh Mallick
  • Published: Wednesday, 24 June 2015
  • , Updated: 24 June 2015, 09:40 AM IST

Related story