କେନ୍ଦ୍ରାପଡା: ଛୁଟି ନ ମିଳିବାରୁ ଆଇଆରବି କନେଷ୍ଟବଳଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ପରିସରରେ ଥିବା ଏକ ଗଛରେ ରସି ଲଗାଇ ଆଇଆରବି କନେଷ୍ଟବଳ କେଦାରନାଥ ନଦୀ ଆତ୍ମହତ୍ୟା ଉଦ୍ୟମ କରୁଥିଲେ।  ଛୁଟି ନ ମିଳିବାରୁ ମାନସିକ ଚାପରେ କନେଷ୍ଟବଳ ଜଣକ ଆତ୍ମହତ୍ୟା କରୁବାକୁ ଉଦ୍ୟମ କରୁଥିବା ଜଣାପଡିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

kendrapada

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 06:27 AM IST

Related story