ଫାର୍ମାସିଷ୍ଟଙ୍କ ନିଲମ୍ୱନ ନିର୍ଦ୍ଦେଶକୁ ବିରୋଧ: ବାବରା ସ୍ୱାସ୍ଥ୍ୟକେନ୍ଦ୍ର ଭାଙ୍ଗିଲେ ଲୋକେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବାବରା ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟଙ୍କୁ ନିଲମ୍ୱନ ନିର୍ଦ୍ଦେଶ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶି ଭଙ୍ଗାରୁଜା କରିବା ସହ  ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

[vc_video link=" " align="center"]

ଗଛମୂଳେ ରୋଗୀ ଚିକିତ୍ସାକୁ ନେଇ ଫାର୍ମାସିଷ୍ଟଙ୍କୁ ନିଲମ୍ୱନ କରିବା ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ କୈଳାସ ଦାସ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାପଡ଼ା ସିଡିଏମ୍ଓଙ୍କୁ ଏହି ନିର୍ଦ୍ଦେଶ ଦିଆଯିବା ସହ ଆକ୍ସନ ଟେକେନ୍ ରିପୋର୍ଟ ମଧ୍ୟ ମଗାଯାଇଛି। ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

Ordigital Desk
• Published: Tuesday, 06 June 2017
• Updated: 06 June 2017, 01:09 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବାବରା ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟଙ୍କୁ ନିଲମ୍ୱନ ନିର୍ଦ୍ଦେଶ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶି ଭଙ୍ଗାରୁଜା କରିବା ସହ  ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

[vc_video link=" " align="center"]

ଗଛମୂଳେ ରୋଗୀ ଚିକିତ୍ସାକୁ ନେଇ ଫାର୍ମାସିଷ୍ଟଙ୍କୁ ନିଲମ୍ୱନ କରିବା ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ କୈଳାସ ଦାସ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାପଡ଼ା ସିଡିଏମ୍ଓଙ୍କୁ ଏହି ନିର୍ଦ୍ଦେଶ ଦିଆଯିବା ସହ ଆକ୍ସନ ଟେକେନ୍ ରିପୋର୍ଟ ମଧ୍ୟ ମଗାଯାଇଛି। ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos