ସମାଜସେବୀଙ୍କୁ ଶୁଦ୍ଧି ହେଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗାଁରେ ସମାଜସେବୀ ଦାମୋଦର ବିଦୋନଙ୍କୁ ସ୍ଥାନୀୟ ଲୋକେ ଶୁଦ୍ଧି ହୋଇଛନ୍ତି। ତାଙ୍କୁ ଭଲ ପାଉଥିବା ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏହି ଶୁଦ୍ଧିକ୍ରିୟାରେ ସାମିଲ ହୋଇଥିଲେ। ୭୬ ବର୍ଷ ବୟସରେ ଦାମୋଦରଙ୍କର ପରଲୋକ ଘଟିଥିଲା। ପରୋପକରୀ, ସମାଜସେବୀ, ଧର୍ମ ପରାୟଣ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଥିଲେ। ଆଜି ତାଙ୍କ ଦଶାହ କର୍ମ ଚାଲିଥିବାବେଳେ ତାଙ୍କୁ ଭଲ ପାଉଥିବା ଲୋକେ ପହଞ୍ଚି ଶୁଦ୍ଧି ହୋଇଥିଲେ।

kendrapada

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 02:00 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗାଁରେ ସମାଜସେବୀ ଦାମୋଦର ବିଦୋନଙ୍କୁ ସ୍ଥାନୀୟ ଲୋକେ ଶୁଦ୍ଧି ହୋଇଛନ୍ତି। ତାଙ୍କୁ ଭଲ ପାଉଥିବା ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏହି ଶୁଦ୍ଧିକ୍ରିୟାରେ ସାମିଲ ହୋଇଥିଲେ।

୭୬ ବର୍ଷ ବୟସରେ ଦାମୋଦରଙ୍କର ପରଲୋକ ଘଟିଥିଲା। ପରୋପକରୀ, ସମାଜସେବୀ, ଧର୍ମ ପରାୟଣ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିଥିଲେ। ଆଜି ତାଙ୍କ ଦଶାହ କର୍ମ ଚାଲିଥିବାବେଳେ ତାଙ୍କୁ ଭଲ ପାଉଥିବା ଲୋକେ ପହଞ୍ଚି ଶୁଦ୍ଧି ହୋଇଥିଲେ।

Related story