କେନ୍ଦ୍ରାପଡ଼ାରେ ବିଜେପି କର୍ମୀଙ୍କୁ ମାଡ଼ ପ୍ରତିବାଦରେ କଟକ ପୋଲିସ୍ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ  

କଟକ: କେନ୍ଦ୍ରାପଡାରେ ବିଜେପି କର୍ମୀଙ୍କୁ ପୋଲିସର ମାଡ ପ୍ରତିବାଦରେ ଆଜି ଦଳୀୟ ନେତା ଓ କର୍ମୀମାନେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ସମୟରେ ବିଜେପି କର୍ମୀ ଓ ପୋଲିସଙ୍କ ମଧ୍ୟରେ ସାମାନ୍ୟ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ବରିଷ୍ଠ ବିଜେପି ନେତା ସମୀର ଦେ ଓ ନୟନ ମହାନ୍ତିଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ପୋଲିସ ବିକ୍ଷୋଭକାରୀଙ୍କୁ ଗିରଫ କରି ପରେ ଛାଡି ଦେଇଥିଲା।

katak

Rakesh Mallick
  • Published: Friday, 07 August 2015
  • , Updated: 07 August 2015, 01:35 PM IST

Related story