କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଶ୍ୱସ୍ତି, ହେବେନି ହାଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଜନଜାତି କମିଶନଙ୍କ ନୋଟିସକୁ ବାରମ୍ବାର ଅଣଦେଖା କରିଥିବା କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଓଡ଼ିଶା ହାଇକୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ଜିଲ୍ଲାପାଳଙ୍କୁ ଗିରଫ କରି କମିଶନଙ୍କ ନିକଟରେ ଏପ୍ରିଲ ୪ତାରିଖ ସୁଦ୍ଧା ହାଜର କରିବାକୁ ପୁଲିସ ଡିଜିଙ୍କୁ ଜାତୀୟ ଜନଜାତି କମିଶନ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ଏହା ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଥିବା ଜଣାପଡ଼ିଛି । ହାଇକୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଜନଜାତି କମିଶନରେ […]

asis

asis

Ordigital Desk
  • Published: Monday, 18 April 2022
  • Updated: 19 April 2022, 02:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଜନଜାତି କମିଶନଙ୍କ ନୋଟିସକୁ ବାରମ୍ବାର ଅଣଦେଖା କରିଥିବା କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଓଡ଼ିଶା ହାଇକୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ଜିଲ୍ଲାପାଳଙ୍କୁ ଗିରଫ କରି କମିଶନଙ୍କ ନିକଟରେ ଏପ୍ରିଲ ୪ତାରିଖ ସୁଦ୍ଧା ହାଜର କରିବାକୁ ପୁଲିସ ଡିଜିଙ୍କୁ ଜାତୀୟ ଜନଜାତି କମିଶନ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ଏହା ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଥିବା ଜଣାପଡ଼ିଛି ।
ହାଇକୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଜନଜାତି କମିଶନରେ ହାଜର କରିବା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଆସନ୍ତା ୬ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଜାତୀୟ ଜନଜାତି କମିଶନ ବାରମ୍ବାର ନୋଟିସ ଦେବା ସତ୍ତ୍ୱେ ଜିଲ୍ଲାପାଳ ଶ୍ରୀ ଠାକରେ କମିଶନଙ୍କ ନିକଟରେ ହାଜର ହେଉନଥିଲେ କିମ୍ବା ତାଙ୍କର ନିର୍ଦ୍ଦେଶ ମାନୁନଥିଲେ । ଯେଉଁଥିପାଇଁ କମିଶନ ଅଧିକ କଠୋର ହୋଇ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିବା ସହ ତାଙ୍କୁ ଗିରଫ କରି ହାଜର କରାଇବା ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମିଶନଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ଠାକରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅନ୍ୟପକ୍ଷରେ, ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର କରାଇବା ପାଇଁ ପୁଲିସ ଆଇଜି ଅମିତେନ୍ଦ୍ର ସିହ୍ନାଙ୍କୁ ରାଜ୍ୟ ପୁଲିସ ଡିଜି ସୁନୀଲ ବନସଲ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ମାତ୍ର ପରେ ହାଇକୋର୍ଟଙ୍କ ରାୟ ଆସିବାରୁ ଶ୍ରୀ ଠାକରେଙ୍କୁ ଏବେ ୬ ସପ୍ତାହ ପାଇଁ ଆଶ୍ୱସ୍ତି ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story