କେନ୍ଦୁଝର: ୮ ମୋବାଇଲ ଜବତ, ୨ ଗିରଫ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୋଲିସ ଦୁଇଜଣ ମୋବାଇଲ ଚୋରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମେଶ ସାହୁ ଏବଂ କୃଷ୍ଣଚନ୍ଦ୍ର ନାୟକ । ପୋଲିସ ସେମାନଙ୍କ ପାଖରୁ ୮ଟି ମୋବାଇଲ ସହ ୭ ହଜାର ଟଙ୍କା ଜବତ କରିଛି । ଗତ ୩୦ ତାରିଖରେ ଆଟୋପୁରରୁ ସନ୍ତୋଷ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ତେଜେରାତି ଦୋକାନର କବାଟ ଭାଙ୍ଗି ୩ଟି ମୋବାଇଲ ସହ ୧୫ ହଜାର ଟଙ୍କା ଲୁଟି ହୋଇଥିଲା । […]

kendujhar

kendujhar

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 04:26 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୋଲିସ ଦୁଇଜଣ ମୋବାଇଲ ଚୋରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମେଶ ସାହୁ ଏବଂ କୃଷ୍ଣଚନ୍ଦ୍ର ନାୟକ । ପୋଲିସ ସେମାନଙ୍କ ପାଖରୁ ୮ଟି ମୋବାଇଲ ସହ ୭ ହଜାର ଟଙ୍କା ଜବତ କରିଛି । ଗତ ୩୦ ତାରିଖରେ ଆଟୋପୁରରୁ ସନ୍ତୋଷ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ତେଜେରାତି ଦୋକାନର କବାଟ ଭାଙ୍ଗି ୩ଟି ମୋବାଇଲ ସହ ୧୫ ହଜାର ଟଙ୍କା ଲୁଟି ହୋଇଥିଲା । ଏହି ଘଟଣାର ତଦନ୍ତ କରି ତଦନ୍ତ କରି ଉକ୍ତ ଗାଁର ରମେଶ ଓ କୃଷ୍ଣଚନ୍ଦ୍ର ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା । ପରେ ପୋଲିସ ସେମାନଙ୍କ ଘରେ ଚଢାଉ କରି ଗୀରଫ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story