୨ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ବେଆଇନ୍‌ ଖଣି ଖନନ ନେଇ ୨ ଜଣ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ। ସେହି ଦୁଇ ଖଣି ମାଲିକ ହେଲେ ଏମ୍‌.ଆର୍‌ ଦାଶ ଓ ଅର୍ଜୁନ ଲୋଧା। ମାସେ ଭିତରେ ଉଭୟଙ୍କ ସଂପତ୍ତି ଜବତ କରିବା ପାଇଁ ପୁଲିସ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ନିକଟରେ ହାଜର ହେବାକୁ ୭ ଜଣ ଖଣି ମାଲିକଙ୍କୁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ବିଡି ପଟ୍ଟନାୟକ […]

mineing scam in odisha

mineing scam in odisha

Manoranjan Sial
  • Published: Saturday, 29 June 2019
  • Updated: 29 June 2019, 07:24 PM IST

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ବେଆଇନ୍‌ ଖଣି ଖନନ ନେଇ ୨ ଜଣ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ। ସେହି ଦୁଇ ଖଣି ମାଲିକ ହେଲେ ଏମ୍‌.ଆର୍‌ ଦାଶ ଓ ଅର୍ଜୁନ ଲୋଧା। ମାସେ ଭିତରେ ଉଭୟଙ୍କ ସଂପତ୍ତି ଜବତ କରିବା ପାଇଁ ପୁଲିସ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଶାସନ ନିକଟରେ ହାଜର ହେବାକୁ ୭ ଜଣ ଖଣି ମାଲିକଙ୍କୁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ବିଡି ପଟ୍ଟନାୟକ ଖଣି କମ୍ପାନୀ ହାଜର ହୋଇ ୨ କୋଟି ୨୦ ଲକ୍ଷ ଟଙ୍କା ଜମା କରିବା ସହିତ ବାକି ଜୋରିମାନା ୧୫ ଦିନ ଭିତରେ ଜମା କରିବେ ବୋଲି କହିଛନ୍ତି। ସେହିପରି ମିନେରାଲ ଟ୍ରେଡିଂ ସିଣ୍ଡିକେଟ ୧ ଲକ୍ଷ ଟଙ୍କା ଜୋରିମାନା ଭାବେ ଜମା କରିଛି। ଅନ୍ୟମାନଙ୍କୁ ୭ ଦିନ ସମୟ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story