ଓଡ଼ିଶାକୁ ସହାୟତା ପ୍ରସ୍ତାବ ଦେଲା କେରଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନିରେ ବିଧ୍ୱସ୍ତ ହୋଇଥିବା ଓଡ଼ିଶାକୁ ସହାୟତା ପ୍ରସ୍ତାବ ଦେଲା କେରଳ। ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ କେରଳ ପ୍ରସ୍ତୁତ ବୋଲି କେରଳ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ବିଶେଷ କରି ମେଡିକାଲ ଟିମ୍, ଅଗ୍ନିଶମ କର୍ମଚାରୀ ଓ ବିଦ୍ୟୁତ କର୍ମଚାରୀ ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଆବଶ୍ୟକ ପୋଷାକପତ୍ର, ତାର୍ପଲିନ ଦେବାକୁ ମଧ୍ୟ କେରଳ ପ୍ରସ୍ତୁତ […]

kio

kio

Subrat Kumar Nayak
  • Published: Monday, 06 May 2019
  • Updated: 06 May 2019, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନିରେ ବିଧ୍ୱସ୍ତ ହୋଇଥିବା ଓଡ଼ିଶାକୁ ସହାୟତା ପ୍ରସ୍ତାବ ଦେଲା କେରଳ। ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ କେରଳ ପ୍ରସ୍ତୁତ ବୋଲି କେରଳ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ବିଶେଷ କରି ମେଡିକାଲ ଟିମ୍, ଅଗ୍ନିଶମ କର୍ମଚାରୀ ଓ ବିଦ୍ୟୁତ କର୍ମଚାରୀ ଯୋଗାଇ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଆବଶ୍ୟକ ପୋଷାକପତ୍ର, ତାର୍ପଲିନ ଦେବାକୁ ମଧ୍ୟ କେରଳ ପ୍ରସ୍ତୁତ ଅଛି। ଓଡ଼ିଶା ସହ ବିପଦ ବେଳେ ଆମେ ଅଛୁ, ମିଶିକି ମୁକାବିଲା କରିବା ବୋଲି ବିଜୟନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story