ଖଣ୍ଡଗିରି ରେଷ୍ଟୁରାଣ୍ଟ ବିସ୍ଫୋରଣ ଘଟଣା: ଫରେନସିକ୍ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଖଣ୍ଡଗିରିସ୍ଥିତ ସେଭେନ୍ ମାଇଲ୍ସ ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ଷ୍ଟେଟ୍ ଆଣ୍ଡ ଡିଷ୍ଟ୍ରିକ୍ଟ ଫରେନସିକ୍ ଘଟଣାର ମିଳିତ ଯାଞ୍ଚ ଆରମ୍ଭ କରିଛି। ଫରେସିକ୍ ବିଭାଗର ୩ଜଣ ଆସିଷ୍ଟାଣ୍ଡ ଡିରେକ୍ଟର ତଦନ୍ତ କରୁଛନ୍ତି। କେଉଁ କାରଣରୁ ସେଦିନ ବିସ୍ଫୋରଣ ଘଟିଥିଲା ସେ ନେଇ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଖଣ୍ଡଗିରି ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୪ ଜଣ […]

khandagiri

khandagiri

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 06:46 AM IST

Sports

Latest News

ଭୁବନେଶ୍ୱର: ଖଣ୍ଡଗିରିସ୍ଥିତ ସେଭେନ୍ ମାଇଲ୍ସ ବାର୍ ଆଣ୍ଡ ରେଷ୍ଟୁରାଣ୍ଟ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଜି ଷ୍ଟେଟ୍ ଆଣ୍ଡ ଡିଷ୍ଟ୍ରିକ୍ଟ ଫରେନସିକ୍ ଘଟଣାର ମିଳିତ ଯାଞ୍ଚ ଆରମ୍ଭ କରିଛି। ଫରେସିକ୍ ବିଭାଗର ୩ଜଣ ଆସିଷ୍ଟାଣ୍ଡ ଡିରେକ୍ଟର ତଦନ୍ତ କରୁଛନ୍ତି। କେଉଁ କାରଣରୁ ସେଦିନ ବିସ୍ଫୋରଣ ଘଟିଥିଲା ସେ ନେଇ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଖଣ୍ଡଗିରି ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ରେଷ୍ଟୁରାଣ୍ଟ ପରିସରରେ ଥିବା ଜେନେରେଟରରେ ବିସ୍ଫୋରଣ ଘଟିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story