ଖୋର୍ଦ୍ଧା:ବସ୍ ଓଲଟି ୨ ମୃତ, ୨୦ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି-ସିମର ରାସ୍ତାରେ  ବସ୍ ଓଲଟି ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସଟି ଭୁବନେଶ୍ୱରୁ ଖଣ୍ଡପଡା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

khudha

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 08:26 AM IST

Related story