ଖୋର୍ଦ୍ଧାରେ ହାତୀ ଉପଦ୍ରବ; ନଷ୍ଟ କରି ଦେଉଛନ୍ତି ଧାନ ଫସଲ

<p>ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ହାତୀ ଉପଦ୍ରବ କରୁଛନ୍ତି। ଗୋଳବାଇ, ମୋଟା ଓ କାଳିବତୀ ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ହାତୀ ଉପଦ୍ରବ କରୁଛନ୍ତି। &nbsp;ପ୍ରାୟ ୧୦ ଦିନ ହେଲା ଆଖପାଖ ଅଞ୍ଚଳରେ ଏହି ହାତୀ ପଲ ପାଚିଲା ଧାନ ଫସଲ ଖାଇଯିବା ସହ ନଷ୍ଟ କରି ଦେଉଛନ୍ତି। ଦିନ ବେଳା ହାତୀପଲ ନିକଟ ଜଙ୍ଗଲକୁ ପଳାଇ ଯାଉଛନ୍ତି। ରାତି ହେଲେ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। ବନବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ହାତୀ ପଲ ଚନ୍ଦକା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।</p>

Ordigital Desk
  • Published: Saturday, 09 December 2017
  • Updated: 09 December 2017, 01:12 PM IST

Sports

Latest News

<p>ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ହାତୀ ଉପଦ୍ରବ କରୁଛନ୍ତି। ଗୋଳବାଇ, ମୋଟା ଓ କାଳିବତୀ ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ହାତୀ ଉପଦ୍ରବ କରୁଛନ୍ତି। &nbsp;ପ୍ରାୟ ୧୦ ଦିନ ହେଲା ଆଖପାଖ ଅଞ୍ଚଳରେ ଏହି ହାତୀ ପଲ ପାଚିଲା ଧାନ ଫସଲ ଖାଇଯିବା ସହ ନଷ୍ଟ କରି ଦେଉଛନ୍ତି। ଦିନ ବେଳା ହାତୀପଲ ନିକଟ ଜଙ୍ଗଲକୁ ପଳାଇ ଯାଉଛନ୍ତି। ରାତି ହେଲେ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। ବନବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ହାତୀ ପଲ ଚନ୍ଦକା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos