ଖୋର୍ଦ୍ଧା: ମା’ ଓ ଶିଶୁ ପୁତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ମୋରମୋରସିଂହ ନିକଟ ଏକ ବିଲରୁ ମା’ ଓ ୪ ବର୍ଷୀୟ ଶିଶୁପୁତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ମହିଳାଙ୍କ ବାପଘର ପକ୍ଷରୁ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରାଯାଇଛି। ଏହାପରେ ମହିଳାଙ୍କ ସ୍ୱାମୀ ଓ ଶାଶୁଙ୍କୁ ପୋଲିସ ନିରାକାରପୁର ଥାନାରେ ଅଟକ ରଖିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।