ଖୋର୍ଦ୍ଧା: ମା’ ଓ ଶିଶୁ ପୁତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ମୋରମୋରସିଂହ ନିକଟ ଏକ ବିଲରୁ ମା’ ଓ ୪ ବର୍ଷୀୟ ଶିଶୁପୁତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ମହିଳାଙ୍କ ବାପଘର ପକ୍ଷରୁ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରାଯାଇଛି। ଏହାପରେ ମହିଳାଙ୍କ ସ୍ୱାମୀ ଓ ଶାଶୁଙ୍କୁ ପୋଲିସ ନିରାକାରପୁର ଥାନାରେ ଅଟକ ରଖିଛି ।

d

d

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 10:45 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ମୋରମୋରସିଂହ ନିକଟ ଏକ ବିଲରୁ ମା’ ଓ ୪ ବର୍ଷୀୟ ଶିଶୁପୁତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ମହିଳାଙ୍କ ବାପଘର ପକ୍ଷରୁ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ କରାଯାଇଛି। ଏହାପରେ ମହିଳାଙ୍କ ସ୍ୱାମୀ ଓ ଶାଶୁଙ୍କୁ ପୋଲିସ ନିରାକାରପୁର ଥାନାରେ ଅଟକ ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos