ତାଳି ମାରି ରାଜଧାନୀ କମ୍ପାଇଲେ କିନ୍ନର: ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ କିନ୍ନର। ଆଗମୀ ଦିନରେ ପାର୍ଲ୍ୟାମେଣ୍ଟରେ ଆସିବାକୁ ଥିବା ତୃତୀୟ ଲିଙ୍ଗକୁ ନେଇ ବିଲକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱର ଲୋୟର ପଏମଜିରେ ବିଭିନ୍ନ କିନ୍ନର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରକାର ଯେଉଁ ବିଲ୍ ପାରିତ କରିବାକୁ ଯାଉଛନ୍ତି ସେଥିରେ ତୃତୀୟ ଲିଙ୍ଗୀଙ୍କ ପାଇଁ କୌଣସି ସୁବିଧା ନଥିବା ସ୍ଥଳେ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଉଛି। ଫଳରେ ଏହି ବିଲକୁ ସାରା ଦେଶରେ କିନ୍ନର ମାନେ […]

kinner

kinner

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 05:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ କିନ୍ନର। ଆଗମୀ ଦିନରେ ପାର୍ଲ୍ୟାମେଣ୍ଟରେ ଆସିବାକୁ ଥିବା ତୃତୀୟ ଲିଙ୍ଗକୁ ନେଇ ବିଲକୁ ବିରୋଧ କରି ରାଜଧାନୀ ଭୁବନେଶ୍ୱର ଲୋୟର ପଏମଜିରେ ବିଭିନ୍ନ କିନ୍ନର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରକାର ଯେଉଁ ବିଲ୍ ପାରିତ କରିବାକୁ ଯାଉଛନ୍ତି ସେଥିରେ ତୃତୀୟ ଲିଙ୍ଗୀଙ୍କ ପାଇଁ କୌଣସି ସୁବିଧା ନଥିବା ସ୍ଥଳେ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଉଛି। ଫଳରେ ଏହି ବିଲକୁ ସାରା ଦେଶରେ କିନ୍ନର ମାନେ ବିରୋଧ କରୁଛନ୍ତି। ତେଣୁ ଆଗମୀ ଦିନରେ କେଦ୍ରସରକାର ଯଦି ଏହି ବିଲ୍ ପାରିତ କରନ୍ତି ତେବେ ପାର୍ଲ୍ୟାମେଣ୍ଟ ଘେରାଉ କରାଯିବାକୁ ରାଜ୍ୟର ବିଭିନ୍ନ କିନ୍ନର ସଂଘ ପକ୍ଷରୁ କୁହାଯାଇଛି।

https://www.youtube.com/watch?v=02fA6DC0ixk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story