ପୁଣି ରିମାଣ୍ଡରେ ଯିବେ ପାଠକ ବାପ-ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପୁଣି ରିମାଣ୍ଡରେ ଯିବେ। ଗୋଳନ୍ଥରା ପୁଲିସ୍ ବାପ-ପୁଅଙ୍କୁ ଦିନିକିଆ ରିମାଣ୍ଡରେ ନେବ। ଉଭୟ ଅଭୟକାନ୍ତ ଓ ଆକାଶଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ୍ ପକ୍ଷରୁ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରାଯାଇଥିଲା। ଆଜି କୋର୍ଟ ଏହି ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଅଭୟ ଗୋଟିଏ ମାମଲା ପାଇଁ ଏବଂ ପୁଅ ଆକାଶ ଦୁଇଟି ମାମଲାରେ ରିମାଣ୍ଡରେ […]

abhya-pathak

abhya-pathak

Ranjit Kumar Jena
  • Published: Thursday, 11 February 2021
  • Updated: 11 February 2021, 06:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପୁଣି ରିମାଣ୍ଡରେ ଯିବେ। ଗୋଳନ୍ଥରା ପୁଲିସ୍ ବାପ-ପୁଅଙ୍କୁ ଦିନିକିଆ ରିମାଣ୍ଡରେ ନେବ। ଉଭୟ ଅଭୟକାନ୍ତ ଓ ଆକାଶଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ୍ ପକ୍ଷରୁ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରାଯାଇଥିଲା। ଆଜି କୋର୍ଟ ଏହି ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଅଭୟ ଗୋଟିଏ ମାମଲା ପାଇଁ ଏବଂ ପୁଅ ଆକାଶ ଦୁଇଟି ମାମଲାରେ ରିମାଣ୍ଡରେ ଯିବେ।

ଏହା ପୂର୍ବରୁ ଜାନୁଆରୀ ୨୭ ତାରିଖରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ଦେଇଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଥିଲେ। ଭିଜିଲାନ୍ସ କେସରେ ଉଭୟଙ୍କୁ ଜାମିନ ମିଳିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ମାମଲା ଏବେବି ବଳବତ୍ତର ରହିଛି।

ସୂଚନାଯୋଗ୍ୟ, ଆଇଏଫଏସ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪କୋଟି ଟଙ୍କା ଜମା ଥିବା ଜଣାପଡ଼ିଥିଲା। ଏପରିକି ପୁଅ ଆକାଶର ନାଁରେ ମୂଲ୍ୟବାନ ଗାଡ଼ି ମର୍ସିଡିଜ୍, ବିଏମଡବ୍ଲ୍ୟୁ ଓ ଟାଟା ହାରିଅର ଓ ଅନ୍ୟ ୩ଟି ୟାମହା ଏଫଜେଡଏସ୍ ମୋଟର ସାଇକେଲ ରହିଛି। ସେ ମଧ୍ୟ ଭଡ଼ାରେ ବହୁ ମୂଲ୍ୟବାନ ଗାଡ଼ି ଆଣିଥିବା ଜଣାପଡ଼ିଥିଲା। ପୁଣେ ଘର ଯାଂଚବେଳେ ସେଠାରେ ଭଡ଼ାରେ ଆସିଥିବା ୨ଟି ମର୍ସିଡିଜ୍ କାର ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା। କାର ଭଡ଼ା ବାବଦରେ ସେ ୨୫ ଲକ୍ଷ ଟଙ୍କା ଦେଇଥିବାର ଦସ୍ତାବିଜ ମଧ୍ୟ ଭିଜିଲାନ୍ସ ଜବତ କରିଥିଲା।

ଅଭୟ ଓ ତାଙ୍କ ସମ୍ପର୍କୀୟମାନଙ୍କ ଘର ଯାଂଚବେଳେ ନଗଦ ୬୦ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ବହୁ ମୂଲ୍ୟବାନ ଘରୋଇ ଉପକରଣ ଓ ଇଲୋକେ୍‌ଟ୍ରାନିକ୍ସ ସାମଗ୍ରୀ ମିଳିଥିଲା। ୮୦୦ଗ୍ରାମର ସୁନା ଅଳଙ୍କାର ମିଳିଥିବାବେଳେ ୨୩ଲକ୍ଷ ଟଙ୍କାର ସୁନା କିଣା ଯାଇଥିବାର ଦସ୍ତାବିଜ ବି ମିଳିଛି। ପୁଣେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ଆଦି ସହରରରୁ ମାଲେସିଆ,ହଂକଂ, ୟୁକେ,ୟୁଏଇ ଓ ମାଳଦୀପ ଆଦି ଦେଶକୁ ଚାଟାର୍ଡ ଫ୍ଲାଇଟରେ ଯିବା ନିମନ୍ତେ ୩କୋଟି ଟଙ୍କାରୁ ଅଧିକ ଭଡ଼ା ମଧ୍ୟ ପୈଠ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story