ଆସନ୍ତାକାଲିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ୩୦ ତମ କୋଣାର୍କ ଉତ୍ସବ। ଏହାସହ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ। ଏନେଇ ଆଜି ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବଙ୍କ ଅଧକ୍ଷତାରେ କୋଣାର୍କ ଯାତ୍ରୀ ନିବାସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶ ବିଦେଶର ଅତିଥିଙ୍କ ଆଗମନକୁ ଦୃଷ୍ଟିରେ ରଖି ଉତ୍ସବ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ପାଞ୍ଚ ଦିନ ଧରି […]

konark-utsab-start-from-tomorrow

konark-utsab-start-from-tomorrow

Manoranjan Sial
  • Published: Saturday, 30 November 2019
  • Updated: 30 November 2019, 06:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ୩୦ ତମ କୋଣାର୍କ ଉତ୍ସବ। ଏହାସହ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ।

ଏନେଇ ଆଜି ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବଙ୍କ ଅଧକ୍ଷତାରେ କୋଣାର୍କ ଯାତ୍ରୀ ନିବାସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶ ବିଦେଶର ଅତିଥିଙ୍କ ଆଗମନକୁ ଦୃଷ୍ଟିରେ ରଖି ଉତ୍ସବ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

ପାଞ୍ଚ ଦିନ ଧରି ମୁକ୍ତାକାଶ ରଙ୍ଗ ମଞ୍ଚରେ ଓଡ଼ିଶୀ, କଥକ୍, ମୋହିନୀନାଟ୍ୟମ୍, ଭାରତନାଟ୍ୟମ, କୁଚୁପୁଡି ସହ ଇଣ୍ଡୋନେସିଆର ବିଦ୍ୟା ବୁଦୟ ବେଲି ଡ୍ୟାନ୍ସର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ୧୬ ଜଣ ଜାତୀୟ ଓ ୟୁଏସଏ, ଆୟାରଲ୍ୟାଣ୍ଡ, ଡେନମାର୍କ, ରୁଷ, କାନାଡା ଓ ସାଉଥ ଆଫ୍ରିକାରୁ ୬ ଜଣ ବିଦେଶୀ କଳାକାର ଅଂଶଗ୍ରହଣ କରିବେ। ଚଳିତ ବର୍ଷ କୋଣାର୍କ ଉତ୍ସବରେ ସୁରକ୍ଷା ବ୍ୟବସ୍ଥା, ପାର୍କିଂ ଓ ଟ୍ରାଫିକ ବ୍ୟବସ୍ତାକୁ କଡାକଡି କରାଯିବ।

ଅନ୍ୟପକ୍ଷରେ କୋଣାର୍କ ଉତ୍ସବକୁ ସଫଳ କରିବା ପାଇଁ ଆଜି କୋଣାର୍କରେ ମିନି ସାଇକ୍ଳୋଥନ ଆୟୋଜନ କରାଯାଇଛି। ପର୍ଯ୍ୟଟନ ବିଭାଗ ଓ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମୀ ସହଯୋଗରେ ଏହି ପ୍ରିତିଯୋଗିତା ଆୟୋଜନ କରାଯାଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ମାଆ ରାମଚଣ୍ଡୀ ପୀଠ ପର୍ଯ୍ୟନ୍ତ କୋଣାର୍କ ମିନି ସାଇକ୍ଳୋଥନ କରାଯାଇଥିଲା। ସାଇକ୍ଳୋଥାନରେ କଲେଜ ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର ଶତାଧିକ ଯୁବକ-ଯୁବତୀ ଓ ସ୍ଥାନୀୟ ଲୋକ ସାଇକେଲ ସଚେତନତା ରାଲିରେ ଯୋଗଦେଇଥିଲେ। ରାଜ୍ୟ ଯୁବ, କ୍ରିଡା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମାଜସେବୀ ଦିଲୀପ ଶ୍ରୀଚନ୍ଦନଙ୍କୁ ସବୁଜ ବିପ୍ଳବୀ, ବିଜୟ ସେଠୀଙ୍କୁ ଆଦର୍ଶ ଶିକ୍ଷକ, ବିଜୟ ସ୍ୱାଇଁଙ୍କୁ ବିଶିଷ୍ଟ ସମାଜସେବୀ, ପ୍ରକାଶ ତ୍ରିପାଠୀଙ୍କୁ ବିଶିଷ୍ଟ ସ୍ତମ୍ଭକାର ସମ୍ମାନ ଏବଂ ଆଶୁତୋଷ ବରାଳଙ୍କୁ ଉଦୀୟମାନ ଯୁବକ ସମ୍ମାନରେ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story