କୋରାପୁଟ: ଗୋପ ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ମହିଳା ମାଓବାଦୀ ଆହତ

ଲମତାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର କଦାମ୍ବ ନିକଟସ୍ଥ ଦକ୍ଷିଣ ପାର୍ଶ୍ୱରେ ଥିବା ଗୋପ ପାହାଡ଼ରେ ଶୁକ୍ରବାର ବିଏସଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।  ଏଥିରେ ଜଣେ ମହିଳା ମାଓବାଦୀ ଆହତ ହୋଇଥିବା ବିଏସଏଫ ପକ୍ଷରୁ କୁହାଯାଇଛି। ଏହି ଗୁଳିବିନିମୟରେ ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତ ହୋଇଥିବା ବ୍ୟକ୍ତିଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ଯବାନମାନେ ଗ୍ରାନାଇଡ୍ ଡେଟୋନେଟର, ଔଷଧ, ମାଓ ପୋଷାକ ଓ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଛି। […]

maojinisha

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 11:27 AM IST

ଲମତାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର କଦାମ୍ବ ନିକଟସ୍ଥ ଦକ୍ଷିଣ ପାର୍ଶ୍ୱରେ ଥିବା ଗୋପ ପାହାଡ଼ରେ ଶୁକ୍ରବାର ବିଏସଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।  ଏଥିରେ ଜଣେ ମହିଳା ମାଓବାଦୀ ଆହତ ହୋଇଥିବା ବିଏସଏଫ ପକ୍ଷରୁ କୁହାଯାଇଛି। ଏହି ଗୁଳିବିନିମୟରେ ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତ ହୋଇଥିବା ବ୍ୟକ୍ତିଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ଯବାନମାନେ ଗ୍ରାନାଇଡ୍ ଡେଟୋନେଟର, ଔଷଧ, ମାଓ ପୋଷାକ ଓ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଛି। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Related story