କୋରାପୁଟ: ଲ୍ୟାଣ୍ଡ୍‌ମାଇନ୍ ବିସ୍ଫୋରଣରେ ଜଣେ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିକଟ ରାଜଗୁଡ଼ା କୋଡିଏଲପାଡୁ ରାସ୍ତାରେ ରବିବାର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ଜଣକର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଜଣକ ବିସ୍ଫୋରକ ଖଞ୍ଜୁଥିବା ବେଳେ ବିସ୍ଫୋରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ରାଲେଗାଡା ବିଏସ୍‌ଏଫ୍‌ କ୍ୟାମ୍ପଠାରୁ ବିସ୍ଫୋରଣ ସ୍ଥଳମାତ୍ର ୨ରୁ ୩ କିଲୋମିଟର ଦୂର ହୋଇଥିବାରୁ ଯବାନଙ୍କୁ ଟାର୍ଗେଟ୍ କରାଯାଇଥାଇ ପାରେ ବୋଲି  ସନ୍ଦେହ କରାଯାଉଛି।

landmine blast (3)

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 04:25 PM IST

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିକଟ ରାଜଗୁଡ଼ା କୋଡିଏଲପାଡୁ ରାସ୍ତାରେ ରବିବାର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ଏଥିରେ ଜଣକର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଜଣକ ବିସ୍ଫୋରକ ଖଞ୍ଜୁଥିବା ବେଳେ ବିସ୍ଫୋରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ରାଲେଗାଡା ବିଏସ୍‌ଏଫ୍‌ କ୍ୟାମ୍ପଠାରୁ ବିସ୍ଫୋରଣ ସ୍ଥଳମାତ୍ର ୨ରୁ ୩ କିଲୋମିଟର ଦୂର ହୋଇଥିବାରୁ ଯବାନଙ୍କୁ ଟାର୍ଗେଟ୍ କରାଯାଇଥାଇ ପାରେ ବୋଲି  ସନ୍ଦେହ କରାଯାଉଛି।

Related story