୪୦ ଫୁଟ୍‌ ତଳକୁ ଖସିଲା ଧାନ ବୋଝେଇ ଟ୍ରକ୍: ୨ ମୃତ, ଜଣେ ଆହତ

<p>ନାରାୟଣପାଟଣା: ଭାରସାମ୍ୟ ହରାଇ ପାହାଡ଼ ଉପରୁ ପ୍ରାୟ ୪୦ ଫୁଟ୍&zwnj; ତଳକୁ ଖସି ପଡ଼ିଲା ଧାନ ବୋଝେଇ ଟ୍ରକ୍। &nbsp;ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ କୁମ୍ଭାରୀପୁଟ ଘାଟିରେ। ଘଟଣାସ୍ଥଳରେ ଧାନ ବେପାରୀ ତାଭଟି ରାଜୁ ଓ ତାଙ୍କ ସହଯୋଗୀ ଆପା ରାଓଙ୍କ ମୃତ୍ୟୁ ହୋଇଛି। ଆହତ ଡ୍ରାଇଭରଙ୍କୁ ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।</p> <p>ଧାନ ବସ୍ତା ତଳେ ଚାପି ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କୁମ୍ଭାରୀପୁଟ ବିଏସ୍&zwnj;ଏଫ୍&zwnj;, ୧୪୯ ବାଟାଲିୟନ୍&zwnj; ଓ ବନ୍ଧୁଗାଁ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ। ମୃତକ ଓ ଆହତଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡ଼ିଛି।</p>

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 10:47 AM IST

Sports

Latest News

<p>ନାରାୟଣପାଟଣା: ଭାରସାମ୍ୟ ହରାଇ ପାହାଡ଼ ଉପରୁ ପ୍ରାୟ ୪୦ ଫୁଟ୍&zwnj; ତଳକୁ ଖସି ପଡ଼ିଲା ଧାନ ବୋଝେଇ ଟ୍ରକ୍। &nbsp;ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ କୁମ୍ଭାରୀପୁଟ ଘାଟିରେ। ଘଟଣାସ୍ଥଳରେ ଧାନ ବେପାରୀ ତାଭଟି ରାଜୁ ଓ ତାଙ୍କ ସହଯୋଗୀ ଆପା ରାଓଙ୍କ ମୃତ୍ୟୁ ହୋଇଛି। ଆହତ ଡ୍ରାଇଭରଙ୍କୁ ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।</p><p>ଧାନ ବସ୍ତା ତଳେ ଚାପି ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କୁମ୍ଭାରୀପୁଟ ବିଏସ୍&zwnj;ଏଫ୍&zwnj;, ୧୪୯ ବାଟାଲିୟନ୍&zwnj; ଓ ବନ୍ଧୁଗାଁ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ। ମୃତକ ଓ ଆହତଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos