ଖାଲରେ ପଡ଼ି ହାତୀ ଛୁଆର ପ୍ରାଣ ଗଲା

କୁଚିଣ୍ଡା: ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ତେଲିଡ଼ିହି ନିକଟସ୍ଥ ରେଲୱେ ଟ୍ରେଞ୍ଚରେ ପଡ଼ି ଗୋଟିଏ ହାତୀ ଛୁଆର ମୃତ୍ୟୁ ଘଟିଛି।  ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ମୃତ ହାତୀ ଛୁଆକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।  ମୃତ ହାତୀ ଛୁଆଟି ୫ ମାସର ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ରେଲୱେ ଲାଇନ୍ ବସାଇବାକୁ ଟ୍ରେଞ୍ଚ୍ ଖୋଳା ଯାଇଥଲା। ତେଲିଡିହିକୁ ଏକ ହାତୀ ପଲ ଖାଦ୍ୟ ଅନେଷ୍ୱଣରେ ଆସିଥିବା ବେଳେ ଛୁଆ ହାତୀଟି ଟ୍ରେଞ୍ଚରେ ଖସିପଡିଥିବା ଅନୁମାନ କରାଯାଉଛି।

Ordigital Desk
• Published: Friday, 29 September 2017
• Updated: 29 September 2017, 05:14 AM IST

Sports

Latest News

କୁଚିଣ୍ଡା: ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ତେଲିଡ଼ିହି ନିକଟସ୍ଥ ରେଲୱେ ଟ୍ରେଞ୍ଚରେ ପଡ଼ି ଗୋଟିଏ ହାତୀ ଛୁଆର ମୃତ୍ୟୁ ଘଟିଛି।  ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ମୃତ ହାତୀ ଛୁଆକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।  ମୃତ ହାତୀ ଛୁଆଟି ୫ ମାସର ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ରେଲୱେ ଲାଇନ୍ ବସାଇବାକୁ ଟ୍ରେଞ୍ଚ୍ ଖୋଳା ଯାଇଥଲା। ତେଲିଡିହିକୁ ଏକ ହାତୀ ପଲ ଖାଦ୍ୟ ଅନେଷ୍ୱଣରେ ଆସିଥିବା ବେଳେ ଛୁଆ ହାତୀଟି ଟ୍ରେଞ୍ଚରେ ଖସିପଡିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos