କାଲି ୧୨ ଘଣ୍ଟା ଘାଣ୍ଟିଥିଲା ଇଡି, ଆଜି ପୁଣି ହାଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘରର ଆର୍କିଟେକ୍ଟ ରଂଜିତ ବେହେରା। ଆଜି ତାଙ୍କୁ ଇଡି ଅଧିକାରୀମାନେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରୁଛନ୍ତି। ଗତକାଲି ଇଡିରେ ହାଜର ହୋଇଥିଲେ ରଞ୍ଜିତ। ଇଡି ଅଧିକାରୀମାନେ ତାଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅନେକ  ପ୍ରଶ୍ନ ଗୁଡ଼େଇ ତୁଡ଼େଇ କରିଥିଲେ। ଅର୍ଚ୍ଚନାଙ୍କ ଘର ଓ ଇଣ୍ଟେରିଅର ପାଇଁ ଟଙ୍କା କେଉଁଠୁ ଆସୁଥିଲା, ଏଥିରେ ବଡ଼ବଡ଼ିଆ ଲୋକଙ୍କ ହାତ ରହିଛି […]

ranjit

ranjit

Tapaswini Nayak
  • Published: Wednesday, 07 December 2022
  • Updated: 07 December 2022, 01:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘରର ଆର୍କିଟେକ୍ଟ ରଂଜିତ ବେହେରା। ଆଜି ତାଙ୍କୁ ଇଡି ଅଧିକାରୀମାନେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରୁଛନ୍ତି।

ଗତକାଲି ଇଡିରେ ହାଜର ହୋଇଥିଲେ ରଞ୍ଜିତ। ଇଡି ଅଧିକାରୀମାନେ ତାଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅନେକ  ପ୍ରଶ୍ନ ଗୁଡ଼େଇ ତୁଡ଼େଇ କରିଥିଲେ। ଅର୍ଚ୍ଚନାଙ୍କ ଘର ଓ ଇଣ୍ଟେରିଅର ପାଇଁ ଟଙ୍କା କେଉଁଠୁ ଆସୁଥିଲା, ଏଥିରେ ବଡ଼ବଡ଼ିଆ ଲୋକଙ୍କ ହାତ ରହିଛି କି? ତାଙ୍କ ଘର ଇଣ୍ଟେରିଅର ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏପରି ଅନେକ ପ୍ରଶ୍ନ ପଚାରିଥିଲେ ଇଡି ଅଧିକାରୀ।

ଇଡି ଅଫିସରୁ ବାହାରିବା ପରେ ରଞ୍ଜିତ କହିଥିଲେ, ମୁଁ ସବୁ ଡକ୍ୟୁମେଣ୍ଟ ଇଡିକୁ ଦେଇଛି। ମୁଁ ବେଶି କିଛି କହିପାରିବି ନାହିଁ।

ରଞ୍ଜିତ ଅର୍ଚ୍ଚନାଙ୍କ ଘର ଡିଜାଇନ କରିଥିଲେ। ଏହାସହ ଅର୍ଚ୍ଚନାଙ୍କ  ସହ ତାଙ୍କର ଆର୍ଥିକ କାରବାର ହୋଇଥିବା ଇଡି ପ୍ରମାଣ ପାଇଥିଲା।  ଅର୍ଚ୍ଚନାଙ୍କ ଘର କାମରେ ବଡବଡ଼ିଆ ଲୋକଙ୍କ ଟଙ୍କା ଲାଗିଥିବାର ଇଡି ସୂଚନା ପାଇଥିଲା। ଏନେଇ ତାଙ୍କୁ  ଇଡିରେ ହାଜର ହେବା ପାଇଁ ନୋଟିସ କରାଯାଇଥିଲା।

ଅନ୍ୟପକ୍ଷରେ ଅର୍ଚ୍ଚନା ନାଗ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। ଅର୍ଚ୍ଚନାଙ୍କୁ ଆଜି  ପୁଣି ଇଡି  ଗୋଡାଇ ତୋଡାଇ ପ୍ରଶ୍ନ କରୁଛି। । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ହଜାର କରିବା ଲାଗି ପିଟିସନ ଉପରେ ‌ଆଜି କୋର୍ଟରେ ଶୁଣାଣି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story