୩ କୋଟି ଟଙ୍କା ଠକି ଲେଡି ବିଲଡ୍‌ର ଗିରଫ , ଆଗରୁ ସ୍ୱାମୀ ବି ଭିତରକୁ ଯାଇଥିଲେ  

<p>ଭୁବନେଶ୍ୱର: ଠକେଇ ଅଭିଯୋଗରେ ଭୁବନେଶ୍ୱରରେ ମହିଳା ବିଲଡ୍&zwnj;ର&nbsp; ଗିରଫ । &nbsp;ଅରୁନ୍ଧତି ଇନ୍&zwnj;ଫ୍ର ଟେକ୍ ନିର୍ଦ୍ଦେଶିକା ନିରୁପମା ସୁନ୍ଦରାୟଙ୍କୁ ଗିରଫ କରିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟ। ଏହି ସଂସ୍ଥା ବିରୋଧରେ ୨୫୦ ଜଣ ଲୋକଙ୍କୁ ପ୍ଲଟ, ଫ୍ଲାଟ ଯୋଗାଇବା ନାଁରେ ୩ କୋଟି ଠକେଇ ଅଭିଯୋଗ ହୋଇଥିଲା। &nbsp;&nbsp;ଏହି ମାମଲାରେ ପୂର୍ବରୁ ସଂସ୍ଥାର ଏମ୍&zwnj;ଡି ତଥା ଆଜି ଗିରଫ ହୋଇଥିବା ନିରୁପମାଙ୍କ ସ୍ୱାମୀଙ୍କ ଅଶୋକ ସୁନ୍ଦରାୟଙ୍କୁ ମଧ୍ୟ ଗିରଫ କରିଥିଲା ଇଓଡବ୍ଲ୍ୟ।</p>

Ordigital Desk
  • Published: Monday, 13 November 2017
  • Updated: 13 November 2017, 09:36 PM IST

Sports

Latest News

<p>ଭୁବନେଶ୍ୱର: ଠକେଇ ଅଭିଯୋଗରେ ଭୁବନେଶ୍ୱରରେ ମହିଳା ବିଲଡ୍&zwnj;ର&nbsp; ଗିରଫ । &nbsp;ଅରୁନ୍ଧତି ଇନ୍&zwnj;ଫ୍ର ଟେକ୍ ନିର୍ଦ୍ଦେଶିକା ନିରୁପମା ସୁନ୍ଦରାୟଙ୍କୁ ଗିରଫ କରିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟ। ଏହି ସଂସ୍ଥା ବିରୋଧରେ ୨୫୦ ଜଣ ଲୋକଙ୍କୁ ପ୍ଲଟ, ଫ୍ଲାଟ ଯୋଗାଇବା ନାଁରେ ୩ କୋଟି ଠକେଇ ଅଭିଯୋଗ ହୋଇଥିଲା। &nbsp;&nbsp;ଏହି ମାମଲାରେ ପୂର୍ବରୁ ସଂସ୍ଥାର ଏମ୍&zwnj;ଡି ତଥା ଆଜି ଗିରଫ ହୋଇଥିବା ନିରୁପମାଙ୍କ ସ୍ୱାମୀଙ୍କ ଅଶୋକ ସୁନ୍ଦରାୟଙ୍କୁ ମଧ୍ୟ ଗିରଫ କରିଥିଲା ଇଓଡବ୍ଲ୍ୟ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos