ମହିଳା ଡାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ

<p>କଟକ: ଜଣେ ମହିଳା ଡାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ୍ରା ବିଶ୍ୱାଳ। ସେ ସମ୍ବଲପୁର ବୁର୍ଲାରେ ଫାର୍ମାକୋଲୋଜି ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଗତକାଲି କଟକ ଖପୁରିଆ ପଞ୍ଚମୁଖୀ ମନ୍ଦିର ନିକଟରୁ ମୂମୁର୍ଷୁ&nbsp; ଅବସ୍ଥାରେ ଉଦ୍ଧାର କରାଯାଇଥିଲା।&nbsp; ଉଦ୍ଧାର ସମୟରେ ତାଙ୍କ ହାତରେ ଇଞ୍ଜେକସନ୍ ସିରିଞ୍ଜ ଥିବା ଦେଖିବାକୁ ମିଳିଥିଲା।&nbsp; ୧୦୮ ଆମ୍ବୁଲାନ୍ସରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।&nbsp; ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।</p>

Ordigital Desk
  • Published: Friday, 08 December 2017
  • Updated: 08 December 2017, 08:38 AM IST

Sports

Latest News

<p>କଟକ: ଜଣେ ମହିଳା ଡାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ୍ରା ବିଶ୍ୱାଳ। ସେ ସମ୍ବଲପୁର ବୁର୍ଲାରେ ଫାର୍ମାକୋଲୋଜି ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଗତକାଲି କଟକ ଖପୁରିଆ ପଞ୍ଚମୁଖୀ ମନ୍ଦିର ନିକଟରୁ ମୂମୁର୍ଷୁ&nbsp; ଅବସ୍ଥାରେ ଉଦ୍ଧାର କରାଯାଇଥିଲା।&nbsp; ଉଦ୍ଧାର ସମୟରେ ତାଙ୍କ ହାତରେ ଇଞ୍ଜେକସନ୍ ସିରିଞ୍ଜ ଥିବା ଦେଖିବାକୁ ମିଳିଥିଲା।&nbsp; ୧୦୮ ଆମ୍ବୁଲାନ୍ସରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।&nbsp; ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos