ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଇନ୍ସପେକ୍ଟର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି  ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା IIC ସ୍ନିଗ୍ଧାରାଣୀ ସୁନା। ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ସ୍ୱାମୀଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ନିଗ୍ଧାରାଣୀ। ରଘୁନାଥପାଲି ଥାନାରେ IIC ସ୍ନିଗ୍ଧାରାଣୀ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ୧୩ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା। ହେଲେ ବିବାହର ୩ ବର୍ଷ ପରଠୁ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ, […]

rkl-1

rkl-1

Niharika Rout
  • Published: Saturday, 19 September 2020
  • Updated: 19 September 2020, 12:58 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) : ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି  ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା IIC ସ୍ନିଗ୍ଧାରାଣୀ ସୁନା। ରାଉରକେଲା ସରକାରୀ କଲେଜରେ ଅଧ୍ୟାପକ ଥିବା ସ୍ୱାମୀଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ନିଗ୍ଧାରାଣୀ।

ରଘୁନାଥପାଲି ଥାନାରେ IIC ସ୍ନିଗ୍ଧାରାଣୀ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ୧୩ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା। ହେଲେ ବିବାହର ୩ ବର୍ଷ ପରଠୁ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଏହାବ୍ୟତୀତ ହତ୍ୟା ଉଦ୍ୟମ ଅଭିଯୋଗ ମଧ୍ୟ ଆଣିଛନ୍ତି ସ୍ନିଗ୍ଧାରାଣୀ।

ନିର୍ଯାତନା ଅସହ୍ୟ ହେବାରୁ ସ୍ନିଗ୍ଧାରାଣୀ  ଗତ ଗୁରୁବାର ରଘୁନାଥପାଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଗତକାଲି ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ରଘୁନାଥପାଲି ଥାନା ପୁଲିସ୍‌।

ସୂଚନାଯୋଗ୍ୟ, ସ୍ନିଗ୍ଧାରାଣୀ ସୁନା ପୂର୍ବରୁ ରାଉରକେଲାର  ବିଭିନ୍ନ ଥାନାରେ ସବ ଇନ୍ସପେକ୍ଟର ପଦରେ ଥିବା ବେଳେ ପରେ ପଦନ୍ନତି ପାଇ ସୁନ୍ଦରଗଡ଼ ପୋଲିସ ଜିଲ୍ଲାରେ ଆଇଆଇସି ଏବଂ ନିକଟରେ ବିରମିତ୍ରପୁର ଥାନା ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଅପରପକ୍ଷେ ସ୍ନିଗ୍ଧାଙ୍କ ସ୍ୱାମୀ ଏବେ ପାନପୋଷ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story