ଲାଞ୍ଚ ନେଇ ଭିଜିଲାନସ୍ ଦ୍ୱାରା ଗିରଫ ହେଲେ ଲକ୍ଷ୍ମୀପୁର ବ୍ଲକର ଆରଡବ୍ୟୁଏସଏସ

ନାରାୟଣପାଟଣା: ଭିଜିଲାନସ୍ ଜାଲରେ ଲକ୍ଷ୍ମୀପୁର ବ୍ଲକର ଆରଡବ୍ୟୁଏସଏସର ଯନ୍ତ୍ରୀ ସୁଧାଂଶୁ କୁମାର ସେନାପତି।  ଡୁମୁରିପଦର ଜଳ ଯୋଗାଣ ପ୍ରକଳ୍ପର ଫାଇନାଲ ବିଲ୍ କରିବା ପାଇଁ ଠିକାଦରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜଲାନସ୍ ଟିମ୍ ଗିରଫ କରିଥିଲା। ୫୫ ଲକ୍ଷ ଟଙ୍କାର କାମର ବିଲ ପାଇଁ ଯନ୍ତ୍ରୀ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ଠିକାଦାର ଜଣକ ଭିଜିଲାନସକୁ ଜଣାଇଥିଲେ। ଗତକାଲି ସାଢେ୨ଟା ସମୟରେ ଠିକାଦାର ଟଙ୍କା ଦେଇ ଫେରୁଥିବା […]

jeypore

jeypore

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 05:10 AM IST

Sports

Latest News

ନାରାୟଣପାଟଣା: ଭିଜିଲାନସ୍ ଜାଲରେ ଲକ୍ଷ୍ମୀପୁର ବ୍ଲକର ଆରଡବ୍ୟୁଏସଏସର ଯନ୍ତ୍ରୀ ସୁଧାଂଶୁ କୁମାର ସେନାପତି।  ଡୁମୁରିପଦର ଜଳ ଯୋଗାଣ ପ୍ରକଳ୍ପର ଫାଇନାଲ ବିଲ୍ କରିବା ପାଇଁ ଠିକାଦରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜଲାନସ୍ ଟିମ୍ ଗିରଫ କରିଥିଲା। ୫୫ ଲକ୍ଷ ଟଙ୍କାର କାମର ବିଲ ପାଇଁ ଯନ୍ତ୍ରୀ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ଠିକାଦାର ଜଣକ ଭିଜିଲାନସକୁ ଜଣାଇଥିଲେ। ଗତକାଲି ସାଢେ୨ଟା ସମୟରେ ଠିକାଦାର ଟଙ୍କା ଦେଇ ଫେରୁଥିବା ବେଳେ ଭିଜିଲାନସ୍ ଟିମ୍ ଚଢାଉ କରି ଯନ୍ତ୍ରୀଙ୍କ ଶେଯ ତଳୁ  ଟଙ୍କା ଜବତ କରିଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story