ଗାଁରେ ପହଞ୍ଚିଲା ସହିଦ ଅଜିତ୍ ସାହୁଙ୍କ ମରଶରୀର, ଅମର ରହେ ଧ୍ୱନିରେ କମ୍ପିଲା ଗାଁ ପରିବେଶ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଜନ୍ମଭୂମି ବଡ଼ସୁଆଁଳରେ ସହିଦ ଅଜିତ୍ ସାହୁଙ୍କ ପାର୍ଥିବ ଶରୀର ପହଞ୍ଚିଛି। ବୀର ସହିଦଙ୍କ ଶେଷ ଦର୍ଶନ ପାଇଁ ଗାଁରେ ସୃଷ୍ଟି ହୋଇଛି ଜନ ସମୁଦ୍ର। ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶେଷ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସାମିଲ ହୋଇଛନ୍ତି। ଆଜି ସକାଳେ ଭୁବନେଶ୍ୱରରୁ ଆସି ମରଶରୀର ଢେଙ୍କାନାଳ ମିନି ଷ୍ଟାଡିୟମରେ ପହଞ୍ଚିଥିଲା। ପରେ ସେଠାରେ ତାଙ୍କୁ ଶେଷ ଦର୍ଶନ ଲାଗି ପ୍ରବଳ ଭିଡ଼ ହୋଇଥିଲା। ସେଠାରେ ମଧ୍ୟ […]

hbn-1

hbn-1

Tapas Behera
  • Published: Thursday, 20 June 2019
  • Updated: 20 June 2019, 01:40 PM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଜନ୍ମଭୂମି ବଡ଼ସୁଆଁଳରେ ସହିଦ ଅଜିତ୍ ସାହୁଙ୍କ ପାର୍ଥିବ ଶରୀର ପହଞ୍ଚିଛି। ବୀର ସହିଦଙ୍କ ଶେଷ ଦର୍ଶନ ପାଇଁ ଗାଁରେ ସୃଷ୍ଟି ହୋଇଛି ଜନ ସମୁଦ୍ର। ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶେଷ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସାମିଲ ହୋଇଛନ୍ତି।

ଆଜି ସକାଳେ ଭୁବନେଶ୍ୱରରୁ ଆସି ମରଶରୀର ଢେଙ୍କାନାଳ ମିନି ଷ୍ଟାଡିୟମରେ ପହଞ୍ଚିଥିଲା। ପରେ ସେଠାରେ ତାଙ୍କୁ ଶେଷ ଦର୍ଶନ ଲାଗି ପ୍ରବଳ ଭିଡ଼ ହୋଇଥିଲା। ସେଠାରେ ମଧ୍ୟ ସହିଦଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହିଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହାପରେ ଜନ୍ମମାଟି କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗାଁ ଅଭିମୁଖେ ଯାଇଥିଲା ସହିଦ ଅଜିତ୍ ସାହୁଙ୍କ ମରଶରୀର। ତାଙ୍କ ପାର୍ଥିବ ଶରୀରକୁ କାମାକ୍ଷାନଗରରେ ଶୋଭାଯାତ୍ରାରେ ପରିକ୍ରମା କରାଯାଇଥିଲା।  ସେଠାରୁ ତାଙ୍କ ନିଜ ଜନ୍ମମାଟି ବଡ଼ସୁଆଁଳ ଗାଁକୁ ନିଆଯାଇଛି। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story