ଆଜିଠୁ ଅର୍ଥନୈତିକ ଅବରୋଧ; କୋଇଲା, ସିମେଣ୍ଟ ଯୋଗାଣ ବନ୍ଦ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ୪ ମାସ ହେଲା ସମ୍ବଲପୁରରେ ଓକିଲ ସଂଘ ତରଫରୁ ଆନ୍ଦୋଳନ ଚାଲିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥବାରୁ ଆଜିଠାରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି। ଆନ୍ଦୋଳନକୁ ଜୋରଦାର କରବା ପାଇଁ ଆଜିଠାରୁ ତିନି ଦିନ ଧରି ( ୭, ୮ ଓ ୯ ତାରିଖ) ଏହି ଅବରୋଧ ଚାଲିବ। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ […]

truck1

truck1

Jitendra Garnayak
  • Published: Monday, 07 January 2019
  • Updated: 07 January 2019, 12:36 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ୪ ମାସ ହେଲା ସମ୍ବଲପୁରରେ ଓକିଲ ସଂଘ ତରଫରୁ ଆନ୍ଦୋଳନ ଚାଲିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥବାରୁ ଆଜିଠାରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି।

ଆନ୍ଦୋଳନକୁ ଜୋରଦାର କରବା ପାଇଁ ଆଜିଠାରୁ ତିନି ଦିନ ଧରି ( ୭, ୮ ଓ ୯ ତାରିଖ) ଏହି ଅବରୋଧ ଚାଲିବ।

ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି। ଏଥିପାଇଁ କୋଇଲା, ସିମେଣ୍ଟ, ଲୁହାରଡ୍‌, ବାଲି ବୋଝେଇ ଗାଡ଼ି ସହ କମ୍ପାନୀମାନଙ୍କୁ ଜିନିଷ ଯୋଗାଉଥିବା ଅନ୍ୟ ଗାଡ଼ିଗୁଡ଼ିକୁ ବିଭିନ୍ନ ସ୍ଥାନରେ ଅଟକ ରଖାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos