ସହିଦ୍‌ଙ୍କ ସଂପର୍କୀୟଙ୍କୁ ବିଧାୟକଙ୍କ ଧକ୍କା ମାରିବା ଘଟଣାକୁ ନିନ୍ଦା: କିଏ କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ-କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି କଟକ ଜିଲ୍ଲା ନିଆଳିର ମନୋଜ ବେହେରା। ଶେଷକୃତ୍ୟ ସମୟରେ ସହିଦ ମନୋଜଙ୍କ ପାର୍ଥିବ ଶରୀର ନିକଟରେ ଠିଆ ହୋଇଥିଲେ ତାଙ୍କ ଦାଦା। ଏହି ସମୟରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ତାଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ଟାଣି ଆଣି ଧକ୍କା ମାରିଥିଲେ। ଫଳରେ ପୁତୁରା କଫିନ୍‌ ପାଖରେ ପଡ଼ି ଯାଇଥିଲେ ଦାଦା। ଏ ସମସ୍ତ ଘଟଣା କ୍ୟାମେରାରେ କଏଦ ହୋଇଛି। ଭିଡିଓଟି […]

1

1

Manoranjan Sial
  • Published: Tuesday, 19 February 2019
  • Updated: 19 February 2019, 04:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ-କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି କଟକ ଜିଲ୍ଲା ନିଆଳିର ମନୋଜ ବେହେରା। ଶେଷକୃତ୍ୟ ସମୟରେ ସହିଦ ମନୋଜଙ୍କ ପାର୍ଥିବ ଶରୀର ନିକଟରେ ଠିଆ ହୋଇଥିଲେ ତାଙ୍କ ଦାଦା। ଏହି ସମୟରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ତାଙ୍କ ଉପରେ ବିରକ୍ତ ହେବା ସହ ତାଙ୍କୁ ଟାଣି ଆଣି ଧକ୍କା ମାରିଥିଲେ। ଫଳରେ ପୁତୁରା କଫିନ୍‌ ପାଖରେ ପଡ଼ି ଯାଇଥିଲେ ଦାଦା। ଏ ସମସ୍ତ ଘଟଣା କ୍ୟାମେରାରେ କଏଦ ହୋଇଛି। ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ୍ ହେବାପରେ ବିଜେଡି ବିଧାୟକଙ୍କ ଏପରି ଦାଦାଗିରିକୁ ବିଭିନ୍ନ ମହଲରେ ନିନ୍ଦା ଓ ସମାଲୋଚନା କରାଯାଉଛି।

ଏ ପ୍ରସଙ୍ଗରେ ବିଜେଡିକୁ ଦେଶଦ୍ରୋହୀ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି-“ବିଜେଡି ଦେଶଦ୍ରୋହୀ ଦଳ। ଆଉ ଏହି ଦଳର ମୁଖ୍ୟ ଦେଶଦ୍ରୋହୀ। ବିଧାୟକଙ୍କ ଆଚରଣ ଅତ୍ୟନ୍ତ ଘୃଣ୍ୟ ଓ ଅଶୋଭନୀୟ। ଏଭଳି ବିଧାୟକଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର। ସରକାରଙ୍କର ଟିକେ ଅନୁତାପ ଥିଲେ, ତାଙ୍କୁ ତୁରନ୍ତ ଗିରଫ କରନ୍ତୁ।”

ସହିଦ୍‌ଙ୍କ ପ୍ରତି ଶାସକ ଦଳର ବିଧାୟକଙ୍କ ଏପରି ଆଚରଣକୁ ନିନ୍ଦା କରିଛନ୍ତି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ। ସେ କହିଛନ୍ତି- “ଏହା ବିଜେଡି ନେତାଙ୍କ ସଂସ୍କାରକୁ ଦର୍ଶାଉଛି। ବିଧାୟକଙ୍କ ଆଚରଣ ପାଇଁ ଦଳପତି କ୍ଷମା ମାଗିବା ଦରକାର। ଦେବାଶିଷଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବା ଦରକାର।’’

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏହାକୁ ଅତି ଅସୌଜନ୍ୟମୂଳକ ବ୍ୟବହାର ବୋଲି ଦର୍ଶାଇ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟରରେ ସେ ଲେଖିଛନ୍ତି- “ଯେଉଁ ଆଦର୍ଶରେ ବିଜେଡି ତିଆରି ହୋଇଥିଲା, ଏହା ତାହା ନୁହେଁ। ଏଭଳି ଦଳକୁ ତ୍ୟାଗ କରିଥିବାରୁ ମୁଁ ବହୁତ ଖୁସି। ସହିଦଙ୍କ ସଂପର୍କୀୟଙ୍କୁ ଖୋଲାଖୋଲି ଅସମ୍ମାନ କରୁଥିବା ଦଳ ସହ ମୁଁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story