ଗ୍ୟାସରୁ ଘରେ ଲାଗିଗଲା ନିଆଁ

ନୀଳଗିରି (ବିଶ୍ୱମ୍ୱର ଦାସ): ଅସାବଧାନତା ଯୋଗୁ ଘରେ ନିଆଁ ଲାଗିଯିବା ଫଳରେ ଜଣେ ୬ ମାସର ଶିଶୁ ପୋଡ଼ିହୋଇ ଗୁରୁତର ଆହତ ହୋଇଛି। ଆଜି ସକାଳେ ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସି ଅଞ୍ଚଳରେ ଘଟିଛି। ଆଜି ସକାଳେ ଏନ୍‌ଏସିର ଗୁଡିଖାଣି ଅଞ୍ଚଳର ରବି ବିନ୍ଧାଣୀଙ୍କ ସ୍ତ୍ରୀ ରୋଷେଇ କରିବାକୁ ଯାଉଥିଲେ। ତେବେ ଗ୍ୟାସ ଲିକ୍‌ ହୋଇଥିବା ଜାଣିନପାରି ଦିଆସିଲି ମାରିଦେଇଥିଲେ। ଫଳରେ ଚାଳ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି […]

Leaking-cooking-gas-leads-to-fire-and-injures-a-baby

Manoranjan Sial
  • Published: Wednesday, 12 September 2018
  • Updated: 12 September 2018, 12:37 PM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ଅସାବଧାନତା ଯୋଗୁ ଘରେ ନିଆଁ ଲାଗିଯିବା ଫଳରେ ଜଣେ ୬ ମାସର ଶିଶୁ ପୋଡ଼ିହୋଇ ଗୁରୁତର ଆହତ ହୋଇଛି। ଆଜି ସକାଳେ ଏମିତି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସି ଅଞ୍ଚଳରେ ଘଟିଛି।
ଆଜି ସକାଳେ ଏନ୍‌ଏସିର ଗୁଡିଖାଣି ଅଞ୍ଚଳର ରବି ବିନ୍ଧାଣୀଙ୍କ ସ୍ତ୍ରୀ ରୋଷେଇ କରିବାକୁ ଯାଉଥିଲେ। ତେବେ ଗ୍ୟାସ ଲିକ୍‌ ହୋଇଥିବା ଜାଣିନପାରି ଦିଆସିଲି ମାରିଦେଇଥିଲେ। ଫଳରେ ଚାଳ ଘରେ ନିଆଁ ଲାଗି ଯାଇଥିଲା।
ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତା' ସହିତ ଘରୁ ରବିଙ୍କ ୬ ମାସର ଝିଅକୁ ଗୁରୁତର ଅସୁସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story