‘ମେଡିକାଲ କଲେଜ ପାଇଁ ସିଂହଭାଗ ଦେଉଛି କେନ୍ଦ୍ର, କିନ୍ତୁ ଶ୍ରେୟ ନେଉଛି ରାଜ୍ୟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଲେଖାଶ୍ରୀ। କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,  ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ତଥା ଭିତ୍ତିଭୂମି  ଯୋଗାଇଦେବାରେ ରାଜ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ କି ଉଦ୍ୟମ ନାହିଁ। କିନ୍ତୁ କେନ୍ଦ୍ର ଯେଉଁ ଯୋଜନା କରୁଛି ତାକୁ କିପରି […]

lekhashree

lekhashree

Niharika Rout
  • Published: Wednesday, 16 December 2020
  • Updated: 16 December 2020, 02:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଲେଖାଶ୍ରୀ। କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,  ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ତଥା ଭିତ୍ତିଭୂମି  ଯୋଗାଇଦେବାରେ ରାଜ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ କି ଉଦ୍ୟମ ନାହିଁ। କିନ୍ତୁ କେନ୍ଦ୍ର ଯେଉଁ ଯୋଜନା କରୁଛି ତାକୁ କିପରି ହଡ଼ପ କରାଯିବ, କିପରି ଶ୍ରେୟ ନେବେ, କିପରି ରାଜ୍ୟବାସୀଙ୍କ ଆଗରେ ମିଥ୍ୟା ତଥ୍ୟ ରଖିବେ, ସତ୍ୟକୁ ଲୁଚାଇବେ ତାହା ଭଲ ଭାବେ ଜଣା।

ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ପାଇଁ ସିଂହଭାଗ ଅର୍ଥ କେନ୍ଦ୍ର ଦେଉଛି । ରାଜ୍ୟ ୪୦ ପ୍ରତିଶଥ ଅର୍ଥ ଦେବା କଥା । କିନ୍ତୁ ସରକାର ତାହା ମଧ୍ୟ ଦେଉନାହାନ୍ତି । ଯେଉଁଥି ପାଇଁ ବହୁ ମେଡିକାଲ କଲେଜ ନିର୍ମାଣ କାମ ବିଳମ୍ବ ହେଉଛି।  ପୁରୀ ମେଡିକାଲ କଲେଜ ନିର୍ମାଣରେ ବିଳମ୍ବର ଏହା ଗୋଟିଏ କାରଣ ।

ପ୍ରଥମ ପର୍ଯ୍ୟାୟରେ ୫ ମେଡିକାଲ କଲେଜ ପାଇଁ ୫୭୬ କୋଟି କେନ୍ଦ୍ର ଦେଇଛି । ଯାଜପୁର ପାଇଁ ୧୦୦ କୋଟି, କଳାହାଣ୍ଡି ପାଇଁ ୫୦ କୋଟି ଟଙ୍କା ରିଲିଜ କରିଛି କେନ୍ଦ୍ର । କିନ୍ତୁ ରାଜ୍ୟ ସରକାର କେମିତି ଏକୁଟିଆ ଶ୍ରେୟ ନେଉଛନ୍ତି ବୋଲି ପ୍ରେସମିଟ୍ କରି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । କେନ୍ଦ୍ର ଦେଉଥିବା ଅର୍ଥ ବାବଦରେ ସତ୍ୟ ତଥ୍ୟ ରାଜ୍ୟ ସରକାର ରଖନ୍ତୁ ବୋଲି କହିଛନ୍ତି ।

ତେବେ ବିଜେପିର ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story