‘ଜୀବନ ଓ ଜୀବିକା ଆମ ପାଇଁ ବହୁ ଆବଶ୍ୟକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନ ଓ ଜୀବିକା ଆମ ପାଇଁ ବହୁ ଆବଶ୍ୟକ। ଉଭୟ ଭିତରେ ସନ୍ତୁଳନ ଜରୁରୀ। ଅର୍ଥନୈତିକ ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। ଜୀବିକାକୁ ସାଧାରଣ କରିବାର ଆବଶ୍ୟକତା ଅଛି। ନହେଲେ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ସମୟରେ ଜୀବନ ଓ ଜୀବିକାକୁ ନେଇ ଚାଲିଥିବା ସଂଗ୍ରାମରେ ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ହାରିଯିବ। ଜୀବନ ଯୁଦ୍ଧରେ ଜୀବିକା ଯେମିତି ବିପନ୍ନ ନହୁଏ, ସେଥିପ୍ରତି ଚେଷ୍ଟା କରିବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ […]

pradepta-jena

pradepta-jena

Manoranjan Sial
  • Published: Tuesday, 05 May 2020
  • Updated: 05 May 2020, 05:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନ ଓ ଜୀବିକା ଆମ ପାଇଁ ବହୁ ଆବଶ୍ୟକ। ଉଭୟ ଭିତରେ ସନ୍ତୁଳନ ଜରୁରୀ। ଅର୍ଥନୈତିକ ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। ଜୀବିକାକୁ ସାଧାରଣ କରିବାର ଆବଶ୍ୟକତା ଅଛି। ନହେଲେ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ସମୟରେ ଜୀବନ ଓ ଜୀବିକାକୁ ନେଇ ଚାଲିଥିବା ସଂଗ୍ରାମରେ ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ହାରିଯିବ। ଜୀବନ ଯୁଦ୍ଧରେ ଜୀବିକା ଯେମିତି ବିପନ୍ନ ନହୁଏ, ସେଥିପ୍ରତି ଚେଷ୍ଟା କରିବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା।

ସେ କହିଛନ୍ତି-“କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ। କୃଷି ଶିଳ୍ପ, କ୍ଷୁଦ୍ର ଶିଳ୍ପ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ରେଡ୍‌ ଜୋନର ସହରାଞ୍ଚଳରେ ନିର୍ମାଣ କାମ ଉପରେ କିଛି କଟକଣା ଅଛି। ଜୀବିକାକୁ ଆଉ ଥରେ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀନ୍‌ ଜୋନ ମଧ୍ୟରେ ବସ ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି। ଶ୍ରମିକମାନଙ୍କ ଯା’ଆସ ସୁବିଧା ପାଇଁ ବସ ଚଳାଚଳକୁ ଅନୁମତି ମିଳିଛି।”

ଗାଁ ଗାଁରେ ଲାଗିଥିବା ବ୍ୟାରିକେଡକୁ ବେଆଇନ କହିଲେ ଏସ୍‌ଆର୍‌ସି ଶ୍ରୀ ଜେନା। ସେ କହିଛନ୍ତି-“ବ୍ୟାରିକେଡ ଲଗାଇ ଶ୍ରମିକଙ୍କ ଯା’ଆସ ରୋକିବା ଠିକ ନୁହେଁ। ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ଶ୍ରମିକମାନେ ଯା’ଆସ କରିପାରିବେ। ତେବେ ଠିକାଦାରମାନେ ନିର୍ଦ୍ଦିଷ୍ଟ ଗାଡ଼ି କରି ଶ୍ରମିକମାନଙ୍କୁ ନେଇପାରିବେ। ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳମାନେ ଶ୍ରମିକଙ୍କ ପାଇଁ ଗାଡ଼ି ଯୋଗାଇ ଦେବେ। ଶ୍ରମିକମାନଙ୍କ ଯା’ଆସରେ ବାଧା ସୃଷ୍ଟି କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଦୁଇ ରାଜ୍ୟ ସହମତିରେ ବାହାର ରାଜ୍ୟରୁ କୁଶଳୀ ଶ୍ରମିକ ଅଣାଯାଇପାରିବ। ମନରେଗାରେ ଦୈନିକ ୭.୫ ଲକ୍ଷ ଶ୍ରମ ଦିବସ ଚାଲିଛି। ଏହାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି କାର୍ଯ୍ୟ ପାଇଁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଶ୍ରମିକ ଯାଇପାରିବେ। ଖରିଫ ଫସଲ ପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସାର ମହଜୁଦ ଅଛି। ଶ୍ରମିକମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାକୁ ଅନୁମତି ଦରକାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story