ମାଛ ଧରୁଥିବା ବେଳେ ବଜ୍ରପାତ ହେଲା, ଟଳିପଡ଼ିଲେ ୩ ଯୁବକ

ଉଦଳା(ମାନସ ପାଣି): ଗାଡ଼ିଆରେ ମାଛ ଧରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ସେଇଠି ଟଳି ପଡ଼ିଲେ ୩ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ପୂରାଘଟଣା ଏମିତି। ଆଜି ମଧ୍ୟାହ୍ନରେ ଖୁଣ୍ଟା ଥାନା ବଡପଥରା ଗାଁର କୌଶିଶ ମହାନ୍ତ, ଦିବ୍ୟଶଙ୍କର ମହାନ୍ତ ଓ ଯାମିନୀକାନ୍ତ ମହାନ୍ତ ଗାଡ଼ିଆରେ ବନିଶି ପକାଇ ମାଛ ଧରୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ସେମାନେ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ […]

lightening

lightening

Manoranjan Sial
  • Published: Friday, 24 April 2020
  • Updated: 24 April 2020, 05:27 PM IST

Sports

Latest News

ଉଦଳା(ମାନସ ପାଣି): ଗାଡ଼ିଆରେ ମାଛ ଧରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ସେଇଠି ଟଳି ପଡ଼ିଲେ ୩ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ପୂରାଘଟଣା ଏମିତି। ଆଜି ମଧ୍ୟାହ୍ନରେ ଖୁଣ୍ଟା ଥାନା ବଡପଥରା ଗାଁର କୌଶିଶ ମହାନ୍ତ, ଦିବ୍ୟଶଙ୍କର ମହାନ୍ତ ଓ ଯାମିନୀକାନ୍ତ ମହାନ୍ତ ଗାଡ଼ିଆରେ ବନିଶି ପକାଇ ମାଛ ଧରୁଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ସେମାନେ ଚେତା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଉଦଳା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story