‘ଭାଉଜ ମୋତେ ମାରିଦେଲେ’; ଫେସ୍‌ବୁକ୍‌ରେ ଲାଇଭ ସୁଇସାଇଡ କରି ଏପରି କହିଲେ ଯୁବକ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): “ମୋ ଭାଉଜ, ତାଙ୍କ ପରିବାର ମୋତେ ମାରିଛନ୍ତି। ୨ ମାସ ହେଲା ନିର୍ଯାତନା ଦେଇ ଚାଲିଛନ୍ତି। ଏପରିକି ମୋତେ ମାରିବେ ବୋଲି ସକାଳୁ ଖାଇବାକୁ ଦେଇନାହାନ୍ତି। ଆଉ କିଛି ସମୟ ପରେ ମରିବି। ତେଣୁ ଯେଉଁମାନେ ଦେଖୁଛ ଶେଆର କର ପ୍ଲିଜ୍‌। ” ଫେସବୁକ ଲାଇଭରେ  ସୁଇସାଇଡ଼ କରି ଶେଷ ନିଶ୍ୱାସ ତ୍ୟାଗ ପୂର୍ବରୁ ଏପରି କହିଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମ  କୁନାଲ ସ୍ୱାଇଁ ନାମକ ଯୁବକ। କୁନାଲ ଗତକାଲି […]

DKL

DKL

Niharika Rout
  • Published: Tuesday, 26 January 2021
  • Updated: 26 January 2021, 10:04 AM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): “ମୋ ଭାଉଜ, ତାଙ୍କ ପରିବାର ମୋତେ ମାରିଛନ୍ତି। ୨ ମାସ ହେଲା ନିର୍ଯାତନା ଦେଇ ଚାଲିଛନ୍ତି। ଏପରିକି ମୋତେ ମାରିବେ ବୋଲି ସକାଳୁ ଖାଇବାକୁ ଦେଇନାହାନ୍ତି। ଆଉ କିଛି ସମୟ ପରେ ମରିବି। ତେଣୁ ଯେଉଁମାନେ ଦେଖୁଛ ଶେଆର କର ପ୍ଲିଜ୍‌। ” ଫେସବୁକ ଲାଇଭରେ  ସୁଇସାଇଡ଼ କରି ଶେଷ ନିଶ୍ୱାସ ତ୍ୟାଗ ପୂର୍ବରୁ ଏପରି କହିଛନ୍ତି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମ  କୁନାଲ ସ୍ୱାଇଁ ନାମକ ଯୁବକ।

କୁନାଲ ଗତକାଲି ରାତ୍ରିରେ ବିଷ ପିଇ ଫେସବୁକ ଲାଇଭ କରିଥିବା ଘଟଣା ଏବେ ଭାଇରାଲ ହୋଇଛି। ତେବେ ଘଟଣା ପରେ କୁନାଲଙ୍କୁ  ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନେଇଥିଲେ। କିନ୍ତୁ କିଛି ସମୟ ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଫେସବୁକ ଲାଇଭରେ ତାଙ୍କୁ ତାଙ୍କ ଭାଉଜ, ତାଙ୍କ ପରିବାର ଲୋକଙ୍କ ସମେତ ହିମାଂଶୁ , ପକ୍କା, କୁଳମଣୀ, ରବି  ଗ୍ରାମବାସୀ ହଇରାଣ କରିଥିବା ସହ ତାଙ୍କ ମୃତ୍ୟୁ ପାଇଁ ସେମାନେ ଦାୟୀ ବୋଲି କହିଛନ୍ତି।

କୁନାଲ ମୋବାଇଲ ଟାୱାରରେ କାମ କରୁଥିଲେ। ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story