ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି! ମେଡିକାଲ୍‌ରେ ସବୁ ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ପିଲାମାନଙ୍କୁ ପୁଷ୍ଠିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ସେଥିପାଇଁ ବିଆର୍‌ସି ଓ ସିଆର୍‌ସି ସ୍କୁଲ ଯାଇ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି। ଏହା ସତ୍ତ୍ୱେ ଅସାବଧାନତା ଯୋଗୁଁ ଆଜି ବାଲେଶ୍ୱରରେ ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନରୁ ବାହାରିଛି ଝିଟିପିଟି। ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଜାଣିପାରି ମଧ୍ୟାହ୍ନ ଭୋଜନ ଖାଇଥିବା ସବୁ ପିଲାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ସଦର ବ୍ଲକ ବଇଁଚା ପଞ୍ଚାୟତର ତୋଟାପାଳ ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ସବୁ ଦିନ […]

balasore

balasore

Manoranjan Sial
  • Published: Wednesday, 16 October 2019
  • Updated: 16 October 2019, 04:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ପିଲାମାନଙ୍କୁ ପୁଷ୍ଠିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ସେଥିପାଇଁ ବିଆର୍‌ସି ଓ ସିଆର୍‌ସି ସ୍କୁଲ ଯାଇ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି। ଏହା ସତ୍ତ୍ୱେ ଅସାବଧାନତା ଯୋଗୁଁ ଆଜି ବାଲେଶ୍ୱରରେ ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନରୁ ବାହାରିଛି ଝିଟିପିଟି। ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଜାଣିପାରି ମଧ୍ୟାହ୍ନ ଭୋଜନ ଖାଇଥିବା ସବୁ ପିଲାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ସଦର ବ୍ଲକ ବଇଁଚା ପଞ୍ଚାୟତର ତୋଟାପାଳ ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ସବୁ ଦିନ ପରି ଆଜି ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥିଲା। ଆଉ ଖେଳ ଛୁଟି ପୂର୍ବରୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। ତେବେ ଏହି ସମୟରେ ଜଣେ ପିଲାର ଥାଳିରୁ ଝିଟିପିଟିର କିଛି ଅଂଶ ଦେଖିବାକୁ ମିଳିଥିଲା। ପରେ ପିଲାମାନେ ଆଉ ମଧ୍ୟାହ୍ନ ଭୋଜନ ଖାଇନଥିଲେ।

ଅସୁସ୍ଥ ହେବା ଆଶଙ୍କା କରି ମଧ୍ୟାହ୍ନ ଭୋଜନ ଖାଇଥିବା ୧୮ ଜଣ ପିଲାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଅସୁସ୍ଥ ଥିବା ଜଣାପଡ଼ିଛି। ଏବେ ସେମାନଙ୍କୁ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story