ଶୁଣିଲେନି କର୍ତ୍ତୃପକ୍ଷ, ନିଜେ ୧୪ କିମି ଖୋଳି କେବୁଲ ବିଛାଇଲେ

ଫୁଲବାଣୀ(ତ୍ରିନାଥ ସାହୁ): ପ୍ରାୟ ସମୟରେ ଦେଖାଦେଉଥିଲା ନେଟୱର୍କ ସମସ୍ୟା। ସାମାନ୍ୟ ବର୍ଷା, ପବନରେ ଫେଲ୍‌ ହୋଇଯାଉଥିଲା ବିଏସ୍‌ଏନ୍‌ଏଲ୍‌ ଲିଙ୍କ୍। ବାରମ୍ବାର ଅଭିଯୋଗ, ଗୁହାରି ସତ୍ତ୍ୱେ ଶୁଣିଲେନି କର୍ତ୍ତୃପକ୍ଷ ।  ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କ ଉପରୁ ଭରସା ତୁଟାଇ ଶେଷରେ ଅଣ୍ଟା ଭିଡିଲେ ୮ଟି ପଞ୍ଚାୟତବାସୀ । ଏପରିକି ସେମାନେ ୧୪ କିଲୋମିଟର ମାଟି ଖୋଳି ବିଏସ୍‌ଏନଏଲ୍‌ କେବୁଲକୁ ଅଣ୍ଡର ଗ୍ରାଉଣ୍ଡ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ା ଗ୍ରାମପଞ୍ଚାୟତରେ ଘଟିଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ […]

work

work

Niharika Rout
  • Published: Monday, 20 September 2021
  • Updated: 20 September 2021, 02:52 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ପ୍ରାୟ ସମୟରେ ଦେଖାଦେଉଥିଲା ନେଟୱର୍କ ସମସ୍ୟା। ସାମାନ୍ୟ ବର୍ଷା, ପବନରେ ଫେଲ୍‌ ହୋଇଯାଉଥିଲା ବିଏସ୍‌ଏନ୍‌ଏଲ୍‌ ଲିଙ୍କ୍। ବାରମ୍ବାର ଅଭିଯୋଗ, ଗୁହାରି ସତ୍ତ୍ୱେ ଶୁଣିଲେନି କର୍ତ୍ତୃପକ୍ଷ ।  ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କ ଉପରୁ ଭରସା ତୁଟାଇ ଶେଷରେ ଅଣ୍ଟା ଭିଡିଲେ ୮ଟି ପଞ୍ଚାୟତବାସୀ । ଏପରିକି ସେମାନେ ୧୪ କିଲୋମିଟର ମାଟି ଖୋଳି ବିଏସ୍‌ଏନଏଲ୍‌ କେବୁଲକୁ ଅଣ୍ଡର ଗ୍ରାଉଣ୍ଡ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ା ଗ୍ରାମପଞ୍ଚାୟତରେ ଘଟିଛି।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଚ୍ଛାପଡ଼ା ଗ୍ରାମ ପଞ୍ଚାୟତ ସମେତ ୮ ଟି ପଞ୍ଚାୟତବାସୀଙ୍କ ପାଇଁ ଗୋଚ୍ଛାପଡ଼ାରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଟାୱାର ବସାଯାଇଛି ।  ଫୁଲବାଣୀରୁ ବିଏସ୍‌ଏନ୍‌ଏଲ୍‌ କେବୁଲ ମାଧ୍ୟମରେ ସେହି ଟାୱାରକୁ ଲିଙ୍କ ଦିଆଯାଇଛି ।  ଫୁଲବାଣୀରୁ ଗୋଚ୍ଛାପଡ଼ା ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ବିଏସ୍‌ଏନ୍‌ଏଲ୍‌ କେବୁଲକୁ ଘାଟି ପାହାଡ଼ ରାସ୍ତା ଦେଇ ଦେଇ ନିଆଯାଇଛି।

ଯାହା ଫଳରେ ବିଭିନ୍ନ ସମୟରେ ଏହି କେବୁଲ ଉପରେ ଗଛ ଡାଳ ପ୍ରଭୃତି ପଡ଼ି  ନେଟୱାର୍କ ସମସ୍ୟା ସହ ଲିଙ୍କ ଫେଲ୍‌ ସମସ୍ୟା ବି ଦେଖାଦେଇଥାଏ।  ତେଣୁ ଗୋଚ୍ଛାପଡ଼ା ସମେତ ୮ଟି ପଞ୍ଚାୟତବାସୀ ମୋବାଇଲ ସେବା ପାଇବାରୁ ବଞ୍ଚିତ ହେବା ସହିତ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

[caption id="attachment_677353" align="aligncenter" width="650"]cabel ଲୋକେ ନିଜ ଖର୍ଚ୍ଚରେ ମାଟି ଖୋଳି କେବୁଲ ତାର ବିଛାଇଛନ୍ତି।[/caption]

ଏହି ସମସ୍ୟାର ସମାଧାନ ପାଇଁ ବିଏସ୍‌ଏନଏଲ କେବୁଲକୁ ମାଟି ତଳେ ନେବା ପାଇଁ ବାରମ୍ବାର ୮ ଟି ପଞ୍ଚାୟତବାସୀ  ବିଏସ୍‌ଏନଏଲ କର୍ତ୍ତୃପକ୍ଷ  ଓ ଜିଲ୍ଲା ପ୍ରଶାସନ ପାଖରେ ଦାବୀ ଉପସ୍ଥାପନ କରିଥିଲେ । ମାତ୍ର ସେମାନଙ୍କ କଥା କେହି ନଶୁଣିବାରୁ ଶେଷରେ ମଞ୍ଚର କର୍ମକର୍ତ୍ତା ନିଜେ ଏହି ସମସ୍ୟାର ସମାଧାନ କରିବାକୁ ନିଷ୍ପତ୍ତି ନେଲେ। ଏହାପରେ ନିଜ ନିଜ ମଧ୍ୟରେ ଚାନ୍ଦା ଆଦାୟ ମଧ୍ୟ କରିଦେଲେ।

ଏହାପରେ  ଗତକାଲି  ବିଏସ୍‌ଏନଏଲ କେବୁଲକୁ କଟ୍ରିଙ୍ଗିଆରୁ ଗୋଚ୍ଛାପଡ଼ା ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ମାଟି ଖୋଳି  ଅଣ୍ଡର ଗ୍ରାଉଣ୍ଡ   କରି ନେବାକୁ ବାଧ୍ୟ ହୋଇଛନ୍ତି ।  ଏନେଇ ଫୁଲବାଣୀସ୍ଥିତ ବିଏସ୍‌ଏନଏଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story