ଲକ୍‌ଡାଉନ୍‌ ପାଇଁ ଭରସା ହୋମ୍ ଡେଲିଭରି ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲକ୍‌ଡାଉନ୍ ପାଇଁ ସବୁ କିଛି ବନ୍ଦ। ସଂକ୍ରମଣ ଭୟରେ ଘରୁ ଗୋଡ଼ କାଢ଼ିବାକୁ ଭୟ। ଏଣେ କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ବିନା ଚଳିବା କଷ୍ଟ। ଏପରି ସମୟରେ ଟ୍ୱିନସିଟି ସମେତ ‌ଆଉ କିଛି ସହରାଞ୍ଚଳବାସୀଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି ବିଭିନ୍ନ ମଲ୍ ପକ୍ଷରୁ ଆରମ୍ଭ ହୋଇଥିବା ହୋମ୍ ଡେଲିଭରି ବ୍ୟବସ୍ଥା । ଫୋନ୍ କଲ ଓ ହ୍ୱାଟସ୍‌ ଆପ୍‌ରେ ଅର୍ଡର ମିଳିବା ମାତ୍ରେ ଘରେ ପହଞ୍ଚି ଯାଉଛି ଦରକାରୀ ଜିନିଷ। ସେହିଭଳି […]

67890-1

67890-1

Tapas Behera
  • Published: Saturday, 28 March 2020
  • Updated: 28 March 2020, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲକ୍‌ଡାଉନ୍ ପାଇଁ ସବୁ କିଛି ବନ୍ଦ। ସଂକ୍ରମଣ ଭୟରେ ଘରୁ ଗୋଡ଼ କାଢ଼ିବାକୁ ଭୟ। ଏଣେ କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ବିନା ଚଳିବା କଷ୍ଟ। ଏପରି ସମୟରେ ଟ୍ୱିନସିଟି ସମେତ ‌ଆଉ କିଛି ସହରାଞ୍ଚଳବାସୀଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି ବିଭିନ୍ନ ମଲ୍ ପକ୍ଷରୁ ଆରମ୍ଭ ହୋଇଥିବା ହୋମ୍ ଡେଲିଭରି ବ୍ୟବସ୍ଥା । ଫୋନ୍ କଲ ଓ ହ୍ୱାଟସ୍‌ ଆପ୍‌ରେ ଅର୍ଡର ମିଳିବା ମାତ୍ରେ ଘରେ ପହଞ୍ଚି ଯାଉଛି ଦରକାରୀ ଜିନିଷ। ସେହିଭଳି ଖାଦ୍ୟ ପାଇଁ ହୋଟେଲ ଉପରେ ନିର୍ଭର କରୁଥିବା ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି ବିଭିନ୍ନ ଅନଲାଇନ୍ ଖାଦ୍ୟ ଡେଲିଭରି ସଂସ୍ଥାର କର୍ମଚାରୀ। ଲକ୍ ଡାଉନ ପାଇଁ ଶୁନଶାନ୍ ରାଜଧାନୀ, ଖାଁ ଖାଁ ରାସ୍ତା ଘାଟ କରୋନା ସଂକ୍ରମଣ ଭୟରେ ଘରୁ ପଦାକୁ ବାହାରିବାକୁ ଡର।

ଆଉ ଏପରି ସ୍ଥିତିରେ ସହରାଞ୍ଚଳବାସୀଙ୍କ ଦୈନିକ ଆବଶ୍ୟକତା ମେଣ୍ଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ଟ୍ୱିନ୍‌ସିଟିର ବିଭିନ୍ନ ମଲ୍। ସାମାଜିକ ଦୂରତ୍ୱ ରକ୍ଷା ନିୟମର ପାଳନକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ମଲ୍‌ଗୁଡ଼ିକୁ ନିର୍ଦ୍ଦେଶ ପରେ କଟକ ଓ ଭୁବନେଶ୍ୱରବାସୀଙ୍କ ପାଇଁ ଅଧିକ ପରିବ୍ୟାପ୍ତ ହୋଇଛି ହୋମ୍ ଡେଲିଭରି ସେବା । ଘରେ ବସି ଫୋନ୍ କି ହ୍ୱାଟସ୍‌ଆପ୍‌ରେ ଅର୍ଡର ଦେବା ମାତ୍ରେ ପହଞ୍ଚି ଯାଉଛି ତାଲିକା ମୁତାବକ ସାମଗ୍ରୀ । ଆରମ୍ଭରୁ ଏ ବ୍ୟବସ୍ଥାକୁ ଗ୍ରାହକ ଆପଣାଇ ନେଇଥିବାରୁ ମଲରେ ଗ୍ରାହକଙ୍କ ଉପସ୍ଥିତି ବିନା ବି ବ୍ୟବସାୟ ଖୁବ୍ ଜମୁଛି । ଏପରିକି କଟକରେ ଗୋଟିଏ ଗୋଟିଏ ମଲ୍‌କୁ ଦିନକୁ ମିଳୁଛି ୩ ଶହରୁ ୪ଶହ ଅର୍ଡର । ତେବେ ବର୍ତ୍ତମାନ ପରିସ୍ଥିତିରେ ମାନବ ସମ୍ବଳ ଅଭାବରୁ ଗ୍ରାହକଙ୍କ ପାଖରେ ସାମଗ୍ରୀ ପହଞ୍ଚିବା ବେଳକୁ ୨୪ରୁ ୪୮ ଘଣ୍ଟା ସମୟ ଲାଗୁଛି। ଏପଟେ ଲୋକଙ୍କ ପ୍ରବଳ ଡିମାଣ୍ଡ ପାଇଁ ମଲ୍‌ର ଫୋନ ଲାଇନ ଜାମ୍ ରହୁଥିବାରୁ ନିରାଶ ହେଉଛନ୍ତି କିଛି କିଛି ଗ୍ରାହକ।

ଲକ୍‌ଡାଉନ ବେଳେ ସହରାଞ୍ଚଳରେ ଏକୁଟିଆ ରହୁଥିବା ଆଉ ଖାଦ୍ୟ ପାଇଁ ହୋଟେଲ ଉପରେ ନିର୍ଭର କରି ଚୁଳିଥିବା ଲୋକଙ୍କ ସମସ୍ୟାକୁ ସରଳ କରି ପାରିଛି ବିଭିନ୍ନ ଅନଲାଇନ୍ ଖାଦ୍ୟ ଡେଲିଭରି ସଂସ୍ଥା। ଏପରିକି କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ପଦାକୁ ଗୋଡ଼ କାଢୁନଥିବା ବେଳେ ନିଜ କର୍ତ୍ତବ୍ୟରୁ ବିଚ୍ୟୁତି ହୋଇ ନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story