ସାଇ ମନ୍ଦିରରୁ ଲୁଟ୍‌

କେନ୍ଦୁଝର(ପ୍ରଣୟ ପାଣି):  କେନ୍ଦୁଝର ସହର ପୁରୁଣା ବଜାରସ୍ଥିତ ସିଧମଠଠାରେ ଥିବା ସାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମନ୍ଦିର ଖୋଲିବା ବେଳେ ମୁଖ୍ୟ ଫାଟକ ଭଙ୍ଗା ଯାଇଥିବା ପୂଜକ ଦେଖିବାକୁ ପାଇଥିଲେ। ଏହାପରେ ମନ୍ଦିରରୁ ଚୋରି ହୋଇଥିବା ଜଣା ପଡ଼ିଥିଲା। ସୁନାର ମୁକୁଟ ଓ ହୁଣ୍ଡିରେ ଥିବା ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏନେଇ ଟାଉନ ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]

loot

loot

Jyoshna Pradhan
  • Published: Monday, 04 November 2019
  • Updated: 04 November 2019, 03:00 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି):  କେନ୍ଦୁଝର ସହର ପୁରୁଣା ବଜାରସ୍ଥିତ ସିଧମଠଠାରେ ଥିବା ସାଇ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମନ୍ଦିର ଖୋଲିବା ବେଳେ ମୁଖ୍ୟ ଫାଟକ ଭଙ୍ଗା ଯାଇଥିବା ପୂଜକ ଦେଖିବାକୁ ପାଇଥିଲେ। ଏହାପରେ ମନ୍ଦିରରୁ ଚୋରି ହୋଇଥିବା ଜଣା ପଡ଼ିଥିଲା। ସୁନାର ମୁକୁଟ ଓ ହୁଣ୍ଡିରେ ଥିବା ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଏନେଇ ଟାଉନ ଥାନା ପୁଲିସ୍‌କୁ ଖବର ଦିଆଯାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ପୁଲିସ୍ ରାତିରେ ପାଟ୍ରୋଲିଂ କରୁ ନଥିବାରୁ ଚୋରଙ୍କୁ ଚୋରି କରିବାକୁ ସୁଯୋଗ ମିଳୁଥିବା ଅଭିଯୋଗ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story