ପୁଲିସ୍‌ ସାଜିଲା ଲୁଟେରା

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ପୁଲିସ ସାଜିଲା ଲୁଟେରା। ଗାଡ଼ି ଚେକିଂ ବାହାନାରେ ୩ଜଣ ବ୍ୟବସାୟୀଙ୍କଠୁ ଦେଢ ଲକ୍ଷ ଟଙ୍କା ଲୁଟି ଧରାପଡ଼ିଲେ ୩ ପୁଲିସ୍‌ କର୍ମଚାରୀ ।  ପରେ ଚାକିରି ଚାଲିଯିବା ଭୟରେ ସେମାନେ ଟଙ୍କା ଫେରାଇଲେ ମଧ୍ୟ  ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। କଟକ ଜିଲ୍ଲା ନିର୍ଗୁଣ୍ଡି ନିକଟରେ ବୁଧବାର ରାତିରେ ଏହି ଘଟଣା ଘଟିଛି। ଟାଙ୍ଗି ପୁଲିସ ତିନିଜଣ ପୁଲିସ୍ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ଟାଙ୍ଗି ଥାନା କର୍ମଚାରୀ। ମିଳିଥିବା ସୂଚନା ଅନୁଯାୟୀ, […]

yyyy,,,

yyyy,,,

Tapaswini Nayak
  • Published: Friday, 23 August 2019
  • Updated: 23 August 2019, 02:55 PM IST

ଚୌଦ୍ୱାର(ପ୍ରକାଶ କୁମାର ନାୟକ): ପୁଲିସ ସାଜିଲା ଲୁଟେରା। ଗାଡ଼ି ଚେକିଂ ବାହାନାରେ ୩ଜଣ ବ୍ୟବସାୟୀଙ୍କଠୁ ଦେଢ ଲକ୍ଷ ଟଙ୍କା ଲୁଟି ଧରାପଡ଼ିଲେ ୩ ପୁଲିସ୍‌ କର୍ମଚାରୀ ।  ପରେ ଚାକିରି ଚାଲିଯିବା ଭୟରେ ସେମାନେ ଟଙ୍କା ଫେରାଇଲେ ମଧ୍ୟ  ପୁଲିସ୍‌ ସେମାନଙ୍କୁ ଗିରଫ କରିଛି। କଟକ ଜିଲ୍ଲା ନିର୍ଗୁଣ୍ଡି ନିକଟରେ ବୁଧବାର ରାତିରେ ଏହି ଘଟଣା ଘଟିଛି। ଟାଙ୍ଗି ପୁଲିସ ତିନିଜଣ ପୁଲିସ୍ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ଟାଙ୍ଗି ଥାନା କର୍ମଚାରୀ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ଟାଙ୍ଗି ପୁଲିସ୍ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ନିକଟରେ ଏକ କାର୍‌କୁ  ପୁଲିସ୍ ଅଟକାଇଥିଲା। କାର୍‌ରେ ତିନି ଜଣ ବ୍ୟବସାୟୀ କୋଲକତାରୁ ପୁରୀ ଯାଉଥିଲେ। ହେଲେ ପୁଲିସ୍ ଭ୍ୟାନ୍‌ରେ ଥିବା ବାବୁମାନେ ନିଜକୁ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ସେମାନଙ୍କ ଗାଡ଼ି ଯାଞ୍ଚ କରିଥିଲେ।

ଗାଡ଼ିରେ ଦେଢ଼ ଲକ୍ଷ ଟଙ୍କା ଥିବା ସେମାନେ ଦେଖିବାକୁ ପାଇଥିଲେ। ପରେ ବ୍ୟବସାୟୀମାନଙ୍କୁ ଭୟଭୀତ କରାଇବା ସହିତ ଜୋର ଜବରଦସ୍ତ ଉକ୍ତ ଟଙ୍କା ଲୁଟି ନେଇଥିଲେ। ଗୁରୁବାର ସମ୍ପୃକ୍ତ ବ୍ୟବସାୟୀମାନେ ଟାଙ୍ଗି ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ସେଠାରେ ସେମାନେ ଟଙ୍କା ନେଇ ଯାଇଥିବା ତିନି ଜଣ ପୁଲିସ୍ କର୍ମଚାରୀଙ୍କୁ ଦେଖିବାକୁ ପାଇଥିଲେ।

ଗିରଫ ହେବା ଓ ଚାକିରି ଚାଲି ଯିବା ଭୟରେ ପୁଲିସ୍ କର୍ମଚାରୀମାନେ ଉକ୍ତ ବ୍ୟବସାୟୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଯାଇଥିଲା। ବ୍ୟବସାୟୀମାନେ ଟଙ୍କା ନେଇ ଫେରି ଯାଇଥିଲେ।

ପରେ ଘଟଣାଟି ଅଞ୍ଚଳରେ ପ୍ରଘଟ ହେବା ପରେ ଟାଙ୍ଗି ପୁଲିସ୍ ନିଜ ଆଡୁ ମାମଲା ରୁଜୁ କରି ନିଜର ତିନି କର୍ମଚାରୀଙ୍କୁ ଆଜି ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ ବି କୋର୍ଟଚାଲାଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story