କବାଟ ତାଡ଼ି ଲୁଟି ନେଲେ ସୁନା ଅଳଙ୍କାର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଘର କବାଟ ତାଡ଼ି ସୁନା ଅଳଙ୍କାର ଲୁଟ୍। ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗାଁରୁ ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରୁ ଲୁଟ୍‌ପାଟ୍‌ ହୋଇଥିବା ଅଭିଯୋଗ ହୋଇଛି। ର୍ବୃତ୍ତମାନେ କବାଟ ଭାଙ୍ଗି ଲକ୍ଷାକ୍ଷିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ସୁନା ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ସୂଚନା ମୁତାବକ,  ରାତିରେ ଗରମ ହେବାରୁ ଗାଁର ନିକୁଞ୍ଜ ପ୍ରଧାନ […]

loot

loot

Madhupriya Mistry
  • Published: Thursday, 07 April 2022
  • Updated: 07 April 2022, 05:37 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଘର କବାଟ ତାଡ଼ି ସୁନା ଅଳଙ୍କାର ଲୁଟ୍। ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗାଁରୁ ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରୁ ଲୁଟ୍‌ପାଟ୍‌ ହୋଇଥିବା ଅଭିଯୋଗ ହୋଇଛି। ର୍ବୃତ୍ତମାନେ କବାଟ ଭାଙ୍ଗି ଲକ୍ଷାକ୍ଷିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ସୁନା ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି

ସୂଚନା ମୁତାବକ,  ରାତିରେ ଗରମ ହେବାରୁ ଗାଁର ନିକୁଞ୍ଜ ପ୍ରଧାନ ଏବଂ ସହଦେଵ ଦଳାଇ ଘର ବାହାରେ ଶୋଇଥିଲେ। ଏହି ମଉକା ଦେଖି ଦୁର୍ବୃତ୍ତମାନେ ଘର ବାରିପଟେ କବାଟ ଭାଙ୍ଗି ଘର ଭିତରକୁ ପଶି ଆସିଥିଲେ। ଏହାପରେ ଆଲମାରୀ ତାଡି ନଗଦ ୬୦ ଗ୍ରାସର ସୁନା ଅଳଙ୍କାର ଓ ରୂପା ଗହଣା ସାଙ୍ଗକୁ ନଗଦ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି।

ସକାଳୁ ସକାଳୁ ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବା ଦେଖି ଲୁଟ୍ ସଂପର୍କରେ ଘର ମାଲିକ ଜାଣିବାକୁ ପାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story